ETV Bharat / city

ରାଜ୍ୟରେ ଦିନକରେ 2128 କୋରୋନା ଆକ୍ରାନ୍ତ ସୁସ୍ଥ: ଖୋର୍ଦ୍ଧାରୁ ସର୍ବାଧିକ 210 - ଓଡିଶା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ଆଜି(ଗୁରୁବାର) 2 ହଜାର 128 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ ଦିନକରେ 2128 କୋରୋନା ଆକ୍ରାନ୍ତ ସୁସ୍ଥ

author img

By

Published : Oct 22, 2020, 9:36 PM IST

ଭୁବନେଶ୍ବର: ରାଜ୍ୟରେ ଆଜି(ଗୁରୁବାର) 2 ହଜାର 128 ଜଣ କୋରୋନାରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ରାଜ୍ୟରେ ଆଜିର ସୁସ୍ଥସଂଖ୍ୟାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା 2 ଲକ୍ଷ 57 ହଜାର 41ରେ ପହଞ୍ଚିଛି ।

ସୂଚନା ଅନୁଯାୟୀ 30ଟି ଜିଲ୍ଲାରୁ 2 ହଜାର 128 ଜଣ ସୁସ୍ଥଙ୍କୁ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 210 ଜଣ ଆରୋଗ୍ୟ ହୋଇଛନ୍ତି । ସେହିପରି କଟକରୁ 140, ଅନୁଗୁଳରୁ 149, ସୁନ୍ଦରଗଡରୁ 114, ବାଲେଶ୍ୱରରୁ 104, ମୟୁରଭଞ୍ଜରୁ 100, ନବରଙ୍ଗପୁରରୁ 100, ନୂଆପଡାରୁ 99, ଯାଜପୁରରରୁ 86, ପୁରୀରୁ 80, କେନ୍ଦ୍ରାପଡାରୁ 72, କଳାହାଣ୍ଡିରୁ 68, ଜଗତସିଂହପୁରରୁ 64, ମାଲକାନଗିରିରୁ 63, ଝାରସୁଗୁଡ଼ାରୁ 61, ବରଗଡରୁ 60, ବଲାଙ୍ଗୀରରୁ 60, ସମ୍ବଲପୁରରୁ 57, ଭଦ୍ରକରୁ 51, କେନ୍ଦୁଝରରୁ 49, ସୋନପୁରରୁ 40, ନୟାଗଡରୁ 39, ବୌଦ୍ଧରୁ 31, କୋରାପୁଟ ଓ କନ୍ଧମାଳରୁ 30, ଢେଙ୍କାନଳରୁ 24, ଦେଓଗଡରୁ 17, ଗଞ୍ଜାମରୁ 16 ରାୟଗଡାରୁ 11, ଗଜପତିରୁ 9 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.