ETV Bharat / city

STATE CORONA: ଦିନକରେ 2074 ପଜିଟିଭ ଚିହ୍ନଟ

author img

By

Published : Jul 14, 2021, 9:03 AM IST

ରାଜ୍ୟରେ ଖସୁଛି ସଂକ୍ରମଣ । ଦିନକରେ 2074 ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

2074 covid positive found in state
STATE CORONA :ଦିନକରେ 2074 ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କୋରୋନା ଗ୍ରାଫ ଏବେ ତଳ ମୁହାଁ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 2074 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ 1192ଜଣ କ୍ବାରେଣ୍ଟାଇନରୁ ହୋଇଥିବା ବେଳେ 882ଟି ଲୋକାଲ କେସ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 9 ଲକ୍ଷ 45 ହଜାର 749ରେ ପହଞ୍ଚିଛି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 443ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 59, ବାଲେଶ୍ବରରୁ 115, ବରଗଡ଼ରୁ 38, ଭଦ୍ରକରୁ 110, ବଲାଙ୍ଗୀରରୁ 17, ବୌଦ୍ଧରୁ 12, କଟକରୁ 283, ଦେଓଗଡ଼ରୁ 3, ଢେଙ୍କାନାଳରୁ 61, ଗଜପତିରୁ 3, ଗଞ୍ଜାମରୁ 5, ଜଗତସିଂହପୁରରୁ 99, ଯାଜପୁରରୁ 120, ଝାରସୁଗୁଡ଼ାରୁ 5, କଳାହାଣ୍ଡିରୁ 5, କନ୍ଧମାଳରୁ 19, କେନ୍ଦ୍ରାପଡ଼ାରୁ 58, କେନ୍ଦୁଝରରୁ 46, କୋରାପୁଟରୁ 10, ମାଲକାନଗିରିରୁ 47, ମୟୂରଭଞ୍ଜରୁ 115, ନବରଙ୍ଗପୁରରୁ 10, ନୟାଗଡ଼ରୁ58, ନୂଆପଡ଼ାରୁ 4, ପୁରୀରୁ 133, ରାୟଗଡ଼ାରୁ 16, ସମ୍ବଲପୁରରୁ 30, ସୋନପୁରରୁ 9, ସୁନ୍ଦରଗଡ଼ରୁ 56, ଷ୍ଟେଟ ପୁଲ୍‌ରୁ 85 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.