ETV Bharat / city

କ୍ୟାପିଟାଲ ହସ୍ପିଟାଲରେ ଦୈନିକ ହେବ 15 ରୁ 20 ଆଞ୍ଜିଓପ୍ଲାଷ୍ଟି: ନବ ଦାସ

କ୍ୟାପିଟାଲ ହସ୍ପିଟାଲରେ ହୃଦରୋଗ ବିଭାଗରେ ନୂତନ ଭାବରେ ଡ. ପିକେ ଦାସ ଯୋଗ ଦେଇଛନ୍ତି । ଏବେ କ୍ୟାପିଟାଲ ହସ୍ପିଟାଲରେ ଦୈନିକ ହେବ 15 ରୁ 20 ଆଞ୍ଜିଓପ୍ଲାଷ୍ଟି । ଏନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।

20 angioplasty per day started
କ୍ୟାପିଟାଲ ହସ୍ପିଟାଲରେ ଦୈନିକ ହେବ 15 ରୁ 20 ଏଞ୍ଜିଓପ୍ଲାଷ୍ଟୀ
author img

By

Published : Dec 19, 2019, 11:15 AM IST

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଦୈନିକ ହେବ 15 ରୁ 20 ଆଞ୍ଜିଓପ୍ଲାଷ୍ଟି । ବୁଧବାର କ୍ୟାପିଟାଲ ହସ୍ପିଟାଲରେ ହୃଦରୋଗ ବିଭାଗରେ ନୂତନ ଭାବରେ ଡ. ପିକେ ଦାସ ଯୋଗ ଦେଇଥିବା ସମୟରେ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସ ଏଭଳି ମନ୍ତବ୍ୟ ଦେଇଛନ୍ତି ।

କ୍ୟାପିଟାଲ ହସ୍ପିଟାଲରେ ଦୈନିକ ହେବ 15 ରୁ 20 ଏଞ୍ଜିଓପ୍ଲାଷ୍ଟୀ

ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ କହିବା ଅନୁସାରେ ପୂର୍ବରୁ 7 ଟି ଆଞ୍ଜିଓପ୍ଲାଷ୍ଟି ହେଉଥିବା ବେଳେ ବର୍ତ୍ତମାନ ଡ. ପିକେ ଦାସଙ୍କ ତତ୍ତ୍ଵାବଧାନରେ ଦୈନିକ ହୃଦରେଗୀଙ୍କର ମାଗଣାରେ 15 ରୁ 20 ଆଞ୍ଜିଓପ୍ଲାଷ୍ଟି ହେବ। ଯାହାକି ରୋଗୀଙ୍କ ପାଇଁ ଖୁସି ଖବର ବୋଲି ମନ୍ତ୍ରୀ ନବ ଦାସ ପ୍ରକାଶ କରିଛନ୍ତି । ଏହା ସହ ଡାକ୍ତରଖାନାରେ ଖାଲି ପଡିଥିବା ଡାକ୍ତର ପଦ ସମସ୍ୟାକୁ ଆଗାମୀ 3 ବର୍ଷ ଭିତରେ ସମ୍ପୂର୍ଣ୍ଣ କରାଯିବ ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.