ETV Bharat / city

ଭିଜିଲାନ୍ସ ଜାଲରେ 2 ବରିଷ୍ଠ ଅଧିକାରୀ, ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ - senior officers in vigilance trap

କାର୍ଯ୍ୟରେ ଅବହେଳା ସହ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ 2 ବରିଷ୍ଠ ଅଧିକାରୀ। ଅଧିକ ଖବର ପଢନ୍ତୁ...

vigilance red
ଭିଜିଲାନ୍ସ ଜାଲରେ 2 ବରିଷ୍ଠ ଅଧିକାରୀ,ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ
author img

By

Published : Dec 4, 2019, 8:34 PM IST

ଭୁବନେଶ୍ବର:ଭିଜିଲାନ୍ସ ଜାଲରେ ବରିଷ୍ଠ ଅଧିକାରୀ। କାର୍ଯ୍ୟରେ ଅବହେଳା ସହ ଲାଞ୍ଚ ନେବା ଅଭିଯୋଗରେ ଏମାନେ ଏବେ ଭିଜିଲାନ୍ସ ପଞ୍ଝାରେ ଫସିଛନ୍ତି। ସେଥି ମଧ୍ୟରୁ ଅବସର ପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଲକ୍ଷ୍ମଣ ବେହେରାଙ୍କ ନାମରେ ରହିଛି ଲାଞ୍ଚ ଅଭିଯୋଗ।

ଲକ୍ଷ୍ମଣ ଗତ ୨୦୧୨ ମସିହା ଫ୍ରେବୃଆରୀ ୨୭ତାରିଖରେ ଭିଜିଲାନ୍ସ ହାତରେ ଧରା ପଡିଥିଲେ। ପରେ ବାରିପଦା ସ୍ପେଶାଲ ଜଜ୍ ତାଙ୍କୁ ୨୦୧୯ ମସିହାରେ ଦୋଷୀ ସାବ୍ୟସ୍ତ କରିଥିଲେ। ରାଜ୍ୟ ସରକାର ଏହାକୁ ଦୃଷ୍ଟିରେ ରଖି ତାଙ୍କ ଗ୍ରାଚ୍ୟୁଟିକୁ ବନ୍ଦ କରିଦେଇଛନ୍ତି।

vigilance red
ଭିଜିଲାନ୍ସ ଜାଲରେ 2 ବରିଷ୍ଠ ଅଧିକାରୀ,ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ

ସେହିପରି ଅବସର ପ୍ରାପ୍ତ ଡେପୁଟି ଲେବର କମିଶନର ଦୀନବନ୍ଧୁ ଅଧିକାରୀ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର କାର୍ଯ୍ୟରତ ଥିବାବେଳେ କରିଥିବା ଅବେହେଳା ଯୋଗୁଁ ତାଙ୍କର 2ବର୍ଷ ପର୍ଯ୍ୟନ୍ତ ପେନସନ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ପାଟଣାଗଡର SDH ଡକ୍ଟର ବିଜୁ ପାଣିଗ୍ରାହୀଙ୍କୁ ସସପେଣ୍ଡ କରିଛନ୍ତି ରାଜ୍ୟ ସରକାର।ଏହାସହ SDMO ପାଟଣାଗଡଙ୍କ ନାମରେ ଡିସିପ୍ଲିନାରୀ ଆକ୍ସନ ନେବାକୁ ପ୍ରୋସିଡିଂ ଚାଲିଥିବା ଜଣାଇଛନ୍ତି ରାଜ୍ୟ ସରକାର।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.