ETV Bharat / city

ରାଜ୍ୟରେ ସର୍ବାଧିକ 1926 ସୁସ୍ଥ, 50 ହଜାର ଡେଇଁଲା ଆରୋଗ୍ୟ ସଂଖ୍ୟା

ଆଜି ପୁଣି ରାଜ୍ୟରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କୋରୋନା ଆକ୍ରାନ୍ତ । ଗୋଟିଏ ଦିନରୁ 1926 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ କୋରୋନା ସୁସ୍ଥ ସଂଖ୍ୟା 50 ହଜାର ପାର ହୋଇଛି । ଅଧିକ ପଢନ୍ତୁ..

author img

By

Published : Aug 21, 2020, 9:20 PM IST

1926-corona-patient-recovered-today
1926-corona-patient-recovered-today

ଭୁବନେଶ୍ବର: ଶୁକ୍ରବାର ରାଜ୍ୟରେ ସର୍ବାଧିକ 1926 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହା ରାଜ୍ୟ ପାଇଁ ଏକ ଶୁଭଙ୍କର ଖବର ଅଟେ। ରାଜ୍ୟରେ ନୂଆ ରେକର୍ଡ ସୃଷ୍ଟି ହୋଇଛି । ଫଳରେ ରାଜ୍ୟରେ 50 ହଜାର ଆକ୍ରାନ୍ତ ସୁସ୍ଥ ସଂଖ୍ୟା ଛୁଇଁଛି।

ସେହିପରି ରାଜ୍ୟରେ ସ୍ଵସ୍ଥ ସଂଖ୍ୟା 50,502 ରେ ପହଁଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରେ 246, ଗଂଜାମ ରେ 190, ନୟାଗଡ ରେ 151, ରାୟଗଡା ରେ 146, ସୁନ୍ଦରଗଡ ରେ 108, କନ୍ଧମାଳ ରେ 101, ଢେଙ୍କାନଲରେ 95, ମୟୁରଭଞ୍ଜ ରେ 88, କୋରାପୁଟ ରେ 86, କଟକ ରେ 78, ପୁରୀ ରେ 77 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ସେହିପରି ବଲାଙ୍ଗୀରରେ 75, ଯାଜପୁରରେ 74, ବାଲେଶ୍ୱରରେ 70, ମାଲକାନଗିରି ରେ 43, ନବରଙ୍ଗପୁରରେ 40, ଗଜପତି ରେ 34, ଜଗତସିଂହପୁର ରେ 30, ଭଦ୍ରକ ରେ 28, ନୂଆପଡା ରେ 27, କଳାହାଣ୍ଡି ରେ 21, ସମ୍ବଲପୁର ରେ 21, କେନ୍ଦ୍ରାପଡା ରେ 19, କେନ୍ଦୁଝର ରେ 18, ଦେଓଗଡ ରେ 17, ଝରସୁଗୁଡ଼ା ରେ 13, ବୌଦ୍ଧ ରେ 8, ସୋନପୁର ରେ 5, ଓ ଅନୁଗୁଳ ରେ 5 ସୁସ୍ଥ ହୋଇଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.