ETV Bharat / city

ରାଜ୍ୟରେ ଦିନକରେ 18 କୋରୋନା ଆକ୍ରାନ୍ତ ମୃତ

author img

By

Published : Oct 7, 2020, 12:36 PM IST

ଦିନକୁ ଦିନ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଉଥିବା ବେଳେ ଆକ୍ରାନ୍ତଙ୍କ ମୃତୁ ସଂଖ୍ୟାରେ ବୃଦ୍ଧି ଘଟୁଥିବା ଦେଖିବାକୁ ମିଳୁଛି । ଏହି କ୍ରମରେ 24 ଘଣ୍ଟାରେ ରାଜ୍ୟରେ 18 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା 958ରେ ପହଞ୍ଚିଛି ।

ପୁଣି ରାଜ୍ୟରେ 18 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ପୁଣି 18 ଜଣଙ୍କର ମୁଣ୍ଡ ନେଲା କୋରୋନା। ଦିନକୁ ଦିନ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଉଥିବା ବେଳେ ଆକ୍ରାନ୍ତଙ୍କ ମୃତୁ ସଂଖ୍ୟାରେ ବୃଦ୍ଧି ଘଟୁଥିବା ଦେଖିବାକୁ ମିଳୁଛି । ଏହି କ୍ରମରେ 24 ଘଣ୍ଟାରେ ରାଜ୍ୟରେ 18 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା 958ରେ ପହଞ୍ଚିଛି ।

18 ମୃତକଙ୍କ ମଧ୍ୟରେ ବାଲେଶ୍ୱରରେ 72 ବର୍ଷର ବୃଦ୍ଧ, 66 ବର୍ଷର ବୃଦ୍ଧ, 70 ବର୍ଷର ବୃଦ୍ଧ ଓ 94 ବର୍ଷର ବୃଦ୍ଧାଙ୍କର ମୃତ୍ୟୁ ଘଟିଥିବା ବେଳେ ବୌଦ୍ଧରେ 60 ବର୍ଷର ବୃଦ୍ଧ , ଦେଓଗଡରେ 70 ବର୍ଷର ବୃଦ୍ଧ, ଯାଜପୁରର 62 ବର୍ଷର ବୃଦ୍ଧ, କନ୍ଧମାଳର 72 ବର୍ଷର ବୃଦ୍ଧ , ଖୋର୍ଦ୍ଧାର 62 ବର୍ଷର ବୃଦ୍ଧ , କୋରାପୁଟରେ 69 ବର୍ଷର ବୃଦ୍ଧା, ମୟୂରଭଞ୍ଜରେ 55 ବର୍ଷର ବ୍ୟକ୍ତି, ନୟାଗଡରେ 75 ବର୍ଷ ଓ 72 ବର୍ଷର ବୃଦ୍ଧ, ପୁରୀରେ 65 ବୃଦ୍ଧ ଓ 82 ବର୍ଷର ବୃଦ୍ଧାଙ୍କର ମୃତ୍ୟୁ ଘଟିଛି।

ସେହିପରି ସମ୍ବଲପୁରରେ 40 ବର୍ଷର ଯୁବକ, ସୁନ୍ଦରଗଡର 40 ବର୍ଷ ଯୁବକ ଓ 45 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.