ETV Bharat / city

ଭୁବନେଶ୍ୱରରେ ଆଜି ପୁଣି 166 ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ 113 - ଭୁବନେଶ୍ୱରରେ ନୂଆ 166 ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱରରେ କାୟା ବିସ୍ତାର କରୁଛି କୋରୋନା ମହାମାରୀ । ବଢ଼ିବାରେ ଲାଗିଛି ପଜିଟିଭ ସଂଖ୍ୟା । ଆଜି 166 ପଜିଟିଭ ଚିହ୍ନଟ ହୋଇଥିବା ବେଳେ 113 ଜଣ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3929 ରହିଛି । 2473 ଜଣ ସୁସ୍ଥ ହୋଇ ଫେରିଥିବାବେଳେ 1435 ମୋଟ ଆକ୍ଟିଭ ମାମଲା ରହିଛି । ଏବେ ସୁଦ୍ଧା 19 ଜଣ କୋରୋନାରେ ମୃତ୍ୟୁବରଣ କଲେଣି ।

ଭୁବନେଶ୍ୱରରେ ଆଜି ପୁଣି 166 ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ 113

author img

By

Published : Aug 9, 2020, 6:46 PM IST

ଭୁବନେଶ୍ୱର: ଭୁବନେଶ୍ୱରରେ କାୟା ବିସ୍ତାର କରୁଛି କୋରୋନା ମହାମାରୀ । ବଢ଼ିବାରେ ଲାଗିଛି ପଜିଟିଭ ସଂଖ୍ୟା । ଆଜି 166 ପଜିଟିଭ ଚିହ୍ନଟ ହୋଇଥିବା ବେଳେ 113 ଜଣ ସୁସ୍ଥ ହୋଇଛନ୍ତି ।

166 ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ୱାରେନଣ୍ଟାଇନରୁ 98 ଓ ସ୍ଥାନୀୟ ସଂକ୍ରମଣ 68 ଚିହ୍ନଟ ହୋଇଛନ୍ତି । କ୍ଵାରେନଣ୍ଟାଇନ କେନ୍ଦ୍ରରୁ 98 ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ 17 ଜଣ ସାଲିଆ ସାହି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ 13 ଜଣ କ୍ଵାରେନଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି ।

5 ଜଣ ୟୁନିଟ 9 ଅଞ୍ଚଳରୁ , 4 ଜଣ ଆଇଆରସି ଭିଲେଜ, 3 ଜଣ ଶୈଳଶ୍ରୀ ବିହାର, 3 ଜଣ ୟୁନିଟ 1 ବସ୍ତି, 2 ଜଣ ଡୁମ ଡୁମା, 3 ଜଣ ଗଙ୍ଗନଗର, 2 ଜଣ କପିଲା ପ୍ରସାଦ, 3 ଜଣ ରିଜର୍ଭ ପୋଲିସ କଲୋନୀ, 2 ଜଣ ଖଣ୍ଡଗିରି ବରି, 2 ଜଣ ଓଲ୍ଡ ଟାଉନ, 2 ଜଣ ୟୁନିଟ 6 ଗଙ୍ଗନଗର, 2 ଜଣ ବରମୁଣ୍ଡା, 2 ଜଣ ୟୁନିଟ 8 ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ସେହିପରି ନୟାପଲି, ମଞ୍ଚେଶ୍ୱର, ଲକ୍ଷ୍ମୀସାଗର, ବରମୁଣ୍ଡା, ଚନ୍ଦ୍ରଶେଖରପୁର, ଭୀମପୁର ଆଧି ଅଞ୍ଚଳରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ସ୍ଥାନୀୟ ଆକ୍ରାନ୍ତ ଭାବରେ 68 ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 3 ଜଣ ଶୈଳଶ୍ରୀ ବିହାର, 3 ଜଣ ୟୁନିଟ 8, 2 ଜଣ ବୁଧେଶ୍ୱରୀ ବସ୍ତି, 2 ଜଣ ଭୀମପୁର, 2 ଜଣ ନୀଳାଦ୍ରି ବିହାର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ତେବେ ଚିନ୍ତାମାନିଶ୍ୱାର, ଆର୍ଚଯ୍ୟ ବିହାର, ସିଆରପିଏଫ କ୍ୟାମ୍ପସ, ଜୟଦେବ ବିହାର, ଓଲ୍ଡ ଟାଉନ, ଚକେଇସିଆଣି ଆଦି ଅଞ୍ଚଳରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ଭୁବନେଶ୍ୱରରେ ଆଜି 113 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3929 ରହିଛି । 2473 ଜଣ ସୁସ୍ଥ ହୋଇ ଫେରିଥିବାବେଳେ 1435 ମୋଟ ଆକ୍ଟିଭ ମାମଲା ରହିଛି । ଏବେ ସୁଦ୍ଧା 19 ଜଣ କୋରୋନାରେ ମୃତ୍ୟୁବରଣ କଲେଣି ।

ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.