ETV Bharat / city

ରାଜ୍ୟରେ 1550 ସର୍ବାଧିକ ସୁସ୍ଥ, 42 ହଜାର ଟପିଲା ସଂଖ୍ୟା - corona recover rate

ରବିବାର ରାଜ୍ୟରେ ସର୍ବାଧିକ 1550 ଆକ୍ରାନ୍ତ ସୁସ୍ଥ ହେବାସହ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା 42 ହଜାର ଟପିଛି । ଅଧିକ ପଢନ୍ତୁ...

ରାଜ୍ୟରେ 1550 ସର୍ବାଧିକ ସୁସ୍ଥ, 42 ହଜାର ଟପିଲା ସୁସ୍ଥ ସଂଖ୍ୟା

author img

By

Published : Aug 16, 2020, 9:44 PM IST

ଭୁବନେଶ୍ବର: ରାଜ୍ୟ ପାଇଁ ଖୁସି ଖବର । ରବିବାର ରାଜ୍ୟରେ ସର୍ବାଧିକ 1550 ଆକ୍ରାନ୍ତ ସୁସ୍ଥ ହେବାସହ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା 42 ହଜାର ଟପିଛି ।

ରବିବାର ରାଜ୍ୟର 29ଟି ଜିଲ୍ଲାର 1550 ଜଣ ସୁସ୍ଥ ହୋଇଛନ୍ତି । ଏହାସହ ରାଜ୍ୟରେ ସୁସ୍ଥ ସଂଖ୍ୟା 42276ରେ ପହଞ୍ଚିଛି । ନୂଆ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ 355 ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରେ 241, ସୁନ୍ଦରଗଡରେ 118, କଟକରେ 99, ସମ୍ବଲପୁରରେ 89, ଢେଙ୍କାନଲରେ 72, ମାଲକାନଗିରିରେ 64, ବାଲେଶ୍ୱରରେ 63, କନ୍ଧମାଳରେ 62, ପୁରୀରେ 59, କୋରାପୁଟରେ 41, ମୟୁରଭଞ୍ଜରେ 39, ଭଦ୍ରକରେ 38, ଗଜପତିରେ 32, ବଲାଙ୍ଗୀରରେ 26 ସୁସ୍ଥ ହୋଇଛନ୍ତି ।

ସେହିପରି ରାୟଗଡ଼ାରେ 20, ଜଗତସିଂହପୁରରେ 18, ଝରସୁଗୁଡ଼ାରେ 17, ଯାଜପୁର କେନ୍ଦ୍ରାପଡା ଓ କେନ୍ଦୁଝରରେ 16, ବୌଦ୍ଧରେ 15 ସୁସ୍ଥ ହୋଇଥିବା ବେଳେ କଳାହାଣ୍ଡି ନବରଙ୍ଗପୁର ଓ ନୂଆପଡାରେ 6, ବରଗଡ ଓ ସୋନପୁରରେ 5 ଜଣ, ଅନୁଗୁଳରେ 4 ଓ ନୟାଗଡରେ 2 ଜଣ ସୁସ୍ଥ ହୋଇଛନ୍ତି ହୋଇଛନ୍ତି । ତେବେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 42276ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.