ETV Bharat / city

ରାଜ୍ୟରେ ତଳ ମୁହାଁ କୋରୋନା ଗ୍ରାଫ, ଦିନକରେ 1547 ପଜିଟିଭ

author img

By

Published : Oct 30, 2020, 12:42 PM IST

ରାଜ୍ୟରେ ଖସୁଛି କୋରୋନା ମିଟର । ଗତ 24 ଘଣ୍ଟାରେ ରାଜ୍ୟରେ 1547 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ ତଳ ମୁହାଁ କୋରୋନା ଗ୍ରାଫ, ଦିନକରେ 1547 ପଜିଟିଭ
ରାଜ୍ୟରେ ତଳ ମୁହାଁ କୋରୋନା ଗ୍ରାଫ, ଦିନକରେ 1547 ପଜିଟିଭ

ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ଭାବେ ଖସୁଛି କୋରୋନା ସଂକ୍ରମଣ । ଆଜି 30 ଜିଲ୍ଲାରୁ 1547 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ବି ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।

ହୋମ କ୍ୱାରେଣ୍ଟାଇନ କେନ୍ଦ୍ରରୁ 891 ଚିହ୍ନଟ ହୋଇଥିବା ବେଳେ 656 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଖୋର୍ଦ୍ଧାରେ 159 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରେ 98, ଅନୁଗୋଳ 95, ବାଲେଶ୍ୱରରେ 79, ବରଗଡରେ 35, ଭଦ୍ରକରେ 43, ବଲାଙ୍ଗୀରରୁ 79, ବୌଦ୍ଧରେ 12, ଢେଙ୍କାନାଳରେ 40, ଗଂଜାମରେ 24, ଜଗତସିଂହପୁରରେ 89, ଯାଜପୁରରେ 70, ଝାରସୁଗୁଡ଼ାରେ 37, କଳାହାଣ୍ଡିରେ 37, କନ୍ଧମାଳରେ 61, କେନ୍ଦ୍ରାପଡାରେ 37, କେନ୍ଦୁଝର ରେ 71, କୋରାପୁଟ ରେ 37, ମାଲକାନଗିରିରେ 17, ମୟୂରଭଞ୍ଜରେ 88, ନବରଙ୍ଗପୁର ରେ 30, ନୟାଗଡରେ 34 , ନୂଆପଡା ରେ 59, ପୁରୀ ରେ 59, ରାୟଗଡାରେ 9, ସମ୍ବଲପୁରରେ 23, ସୋନପୁର ରେ 22, ସୁନ୍ଦରଗଡ ରେ 58, ଷ୍ଟେଟ ପୋଲ 33 ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 288646 ଥିବାବେଳେ ସୁସ୍ଥ ହେଇଛନ୍ତି 272038 ଜଣ ଓ ସକ୍ରିୟ 15247 ରହିଛନ୍ତି । ତେବେ ରାଜ୍ୟରେ ମୋଟ ଟେଷ୍ଟ 4508065 ହୋଇଥିବା ସୂଚନା ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.