ETV Bharat / city

ଖସୁଛି ପାରଦ ବଢୁଛି ଶୀତ, 15 ଡିଗ୍ରୀ ତଳେ ୧୭ ସହର

ଖସୁଛି ପାରଦ ବଢୁଛି ଶୀତ । ପ୍ରତ୍ୟେକ ଦିନ 10 ଡିଗ୍ରୀ ତଳେ 3ଟି ସହରର ତାପମାତ୍ରା ରହୁଥିବା ବେଳେ ଆଜି 15 ଡିଗ୍ରୀ ତଳକୁ ୧୭ ଟି ସହର ରହିଛି । ତେବେ ୮.୮ ଡିଗ୍ରୀ ସେଲସିୟସ ସହ ଫୁଲବାଣୀ ପାଲଟିଛି ସବୁଠୁ ଥଣ୍ଡା ସହର । ଅଧିକ ପଢନ୍ତୁ...

author img

By

Published : Dec 3, 2020, 3:00 PM IST

15 cities below 17 degrees, phulbani is the coldest city
ଖସୁଛି ପାରଦ ବଢୁଛି ଶୀତ, 15 ଡିଗ୍ରୀ C ତଳେ ୧୭ ସହର

ଭୁବନେଶ୍ବର: ଖସୁଛି ପାରଦ ବଢୁଛି ଶୀତ । ରାଜ୍ୟରେ ଧିରେ ଧିରେ ବୃଦ୍ଧି ପାଉଛି ଶୀତ ଲହରି । ପ୍ରତ୍ୟେକ ଦିନ 10 ଡିଗ୍ରୀ ତଳେ 3ଟି ସହରର ତାପମାତ୍ରା ରହୁଥିବା ବେଳେ ଆଜି 15 ଡିଗ୍ରୀ ତଳକୁ ୧୭ ଟି ସହର ରହିଛି । ଥଣ୍ଡାରେ ଥରୁଛନ୍ତି ଲୋକେ । ତେବେ ରିପୋର୍ଟ ଅନୁସାରେ ୮.୮ ଡିଗ୍ରୀ ସେଲସିୟସ ସହ ଫୁଲବାଣୀ ପାଲଟିଛି ସବୁଠୁ ଥଣ୍ଡା ସହର ।

ରାଜ୍ୟ ପାଣିପାଗ ବିଭାଗର ସୂଚନା ମୁତାବକ, ଫୁଲବାଣୀରେ ୮.୮ C , ସୋନପୁରରେ ୯. C, ଦାରିଙ୍ଗବାଡିରେ ୧୦ C, ଭବାନୀପାଟଣାରେ ୧୦ C, ଅନୁଗୁଳରେ ୧୧ C, ତାଳଚେରରେ୧୨.୩ C ,କେନ୍ଦୁଝର ୧୨.୮ C, ଝାରସୁଗୁଡାରେ ୧୨.୮ C, କୋରାପୁଟରେ ୧୩ C, ବାରିପଦାରେ ୧୩.୫ C, ସୁନ୍ଦରଗଡରେ ୧୪ C, ବଲାଙ୍ଗୀରରେ ୧୪ C, ହୀରାକୁଦ ୧୪.୩ C, ସମ୍ବଲପୁର ୧୪.୪ C ,ବୌଦ୍ଧରେ ୧୪.୫ C, କଟକ ୧୪.୫ C ଏବଂ ଟିଟିଲାଗଡରେ ୧୪.୫ ଡ଼ିଗ୍ରୀ C ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ରାତ୍ରି ତାପମାତ୍ରା ୧୫.୪ ଡ଼ିଗ୍ରୀ ରେକର୍ଡ କରାଯାଇଛି ।

ଏପଟେ ବୌଦ୍ଧ ଏବଂ ସୁନ୍ଦରଗଡରେ କୁହୁଡିର ସାନ୍ଦ୍ରତା ଏତେ ରହିଛି ଯେ ମୁହଁକୁ ମୁହଁ ଦେଖାଯାଉନି । ବୌଦ୍ଧରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ ଏବଂ ସୁନ୍ଦରଗଡ଼ରେ ୧୫୦ ମିଟର ରହିଛି ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.