ETV Bharat / city

ରାଜ୍ୟରେ ଖସୁଛି କୋରୋନା ଗ୍ରାଫ୍‌, ଦିନକରେ 1389 ଆକ୍ରାନ୍ତ ଚିହ୍ନଟ - ଓଡିଶା କୋରୋନା ରିପୋର୍ଟ

ଆଜି ରାଜ୍ୟରୁ 1389 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2,93,214ରେ ପହଞ୍ଚିଛି ।

ରାଜ୍ୟରେ କମୁଛି ସଂକ୍ରମଣ, ପୁଣି ଖୋର୍ଦ୍ଧା ରେ ସର୍ବାଧିକ।

author img

By

Published : Nov 2, 2020, 11:50 AM IST

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କମୁଛି କୋରୋନା ସଂକ୍ରମଣ । ଆଜି 1389 ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଆଜିବି ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । ହୋମ କ୍ୱାରେଣ୍ଟାଇନ କେନ୍ଦ୍ରରୁ 798 ଚିହ୍ନଟ ହୋଇଥିବା ବେଳେ 591 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି।

ତେବେ ଖୋର୍ଦ୍ଧାରେ 142 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରେ 101, ଅନୁଗୋଳ 69, ବାଲେଶ୍ୱରରେ 59, ବରଗଡରେ 1, ଭଦ୍ରକରେ 52, ବଲାଙ୍ଗୀରରେ 70, ବୌଦ୍ଧରେ 7, ଢେଙ୍କାନାଳରେ 20, ଗଂଜାମରେ 11, ଗଜପତିରେ 4, ଦେଓଗଡରେ 9, ଜଗତସିଂହପୁରରେ 53, ଯାଜପୁରରେ 46, ଝରସୁଗୁଡ଼ାରେ 35, କଳାହାଣ୍ଡିରେ 27, କନ୍ଧମାଳରେ 18, କେନ୍ଦ୍ରାପଡାରେ 80, କେନ୍ଦୁଝରରେ 49, କୋରାପୁଟରେ 13, ମାଲକାନଗିରିରରେ 25, ମୟୂରଭଞ୍ଜରେ 55, ନବରଙ୍ଗପୁରରେ 24, ନୟାଗଡରେ 22 , ନୂଆପଡାରେ 59, ପୁରୀରେ 58, ରାୟଗଡା ରେ 10, ସମ୍ବଲପୁରରେ 34, ସୋନପୁରରେ 35, ସୁନ୍ଦରଗଡରେ 100, ଷ୍ଟେଟ ପୋଲ 31 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 293214 , ସୁସ୍ଥ ହେଇଛନ୍ତି 277564 ଜଣ ଓ ସକ୍ରିୟ 14257ଟି ମାମଲା ରହିଛି । ତେବେ ରାଜ୍ୟରେ ମୋଟ ଟେଷ୍ଟ 4645192 ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.