ETV Bharat / city

କିଟ୍‌ରେ ଦ୍ବାଦଶ ଆନ୍ତର୍ଜାତୀୟ ଚେସ ପ୍ରତିଯୋଗିତା, ଭାଗନେବେ 30 ଦେଶ - kit university

ଆସନ୍ତା ମେ 31ରୁ ଜୁନ 7 ପର୍ଯ୍ୟନ୍ତ କିଟ୍‌ ବିଶ୍ବବିଦ୍ୟାଳୟରେ ଆରମ୍ଭ ହେବ ଦ୍ବାଦଶ ଆନ୍ତର୍ଜାତୀୟ ଚେସ ପ୍ରତିଯୋଗିତା । ଭାରତ ସମେତ 30ଟି ଦେଶ ଏଥିରେ ଯୋଗ ଦେବେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : May 29, 2019, 12:33 PM IST

ଭୁବନେଶ୍ବର: କିଟ୍‌ ବିଶ୍ବବିଦ୍ୟାଳୟରେ ଆରମ୍ଭ ହେବ ଦ୍ବାଦଶ ଆନ୍ତର୍ଜାତୀୟ ଚେସ ପ୍ରତିଯୋଗିତା । ଆସନ୍ତା ମେ 31ରୁ ଜୁନ 7 ପର୍ଯ୍ୟନ୍ତ ଚେସବୋର୍ଡରେ ଚାଲିବ ରଥୀ ମହାରଥୀଙ୍କ ଗୋଟି । ଯେଉଁଥିରେ ଭାଗ ନେବେ ହାରାହାରି 3000ରୁ ଊର୍ଦ୍ଧ୍ବ ଚେସ ଖେଳାଳୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭାରତ ସମେତ 30ଟି ଦେଶ ଯଥା ତାଜିକସ୍ତାନ, ବେଲଜିୟମ, ୟୁଏସଏ, ଋଷ, ଶ୍ରୀଲଙ୍କା, ନେପାଳ, ମାଲେସିୟା, ଜାପାନ, ଫିଲିପାଇନ, ହଂକଂ, ଓମାନ, ମୋଗୋଲିଆ, ଭିଏତନାମ, ଆଫଗାନିସ୍ତାନ, ଆଫ୍ରିକା, ସାଉଥ କୋରିଆ, ସିଙ୍ଗାପୁର, ଗ୍ରୀସ ଭଳି ରାଜ୍ୟରୁ ଖେଳାଳୀ ଯୋଗ ଦେବେ । ଅନ୍ୟପଟେ ଗତବର୍ଷ ପୁରସ୍କାର ରାଶି 22 ଲକ୍ଷ ଟଙ୍କା ଥିବାବେଳେ ଚଳିତଥର ଏହା 25 ଲକ୍ଷକୁ ବୃଦ୍ଧି କରାଯାଇଥିବା କିଟ୍‌ର ଖେଳ ନିର୍ଦ୍ଦେଶକ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତ ରାୟ, ଇଟିଭି ଭାରତ

କିଟ ବିଶ୍ୱ ବିଦ୍ୟାଳୟ ରେ ଆରମ୍ଭ ହେବ 12 ତମ ଅନ୍ତଜାତୀୟ ଚେସ ପ୍ରତିଯୋଗିତା।

ଆରନ୍ତା ମେ 31 ରୁ ଜୁନ 7 ପର୍ୟ୍ଯନ୍ତ କିଟ ବିଶ୍ୱ ବିଦ୍ୟାଳୟ ରେ ଆରମ୍ଭ ହେବ 12 ତମ ଅନ୍ତଜାତୀୟ ଚେସ ପ୍ରତିଯୋଗିତା ଯୋଉଥିରେ ଭାଗ ନେବେ ହାରାହାରି 3000 ରୁ ଉର୍ଦ୍ଧ୍ବ ଚେସ ଖେଳାଳି। ଭାରତ ସମେତ 30 ଟି ତାଜିକସ୍ତାନ, ବେଲଜିୟମ, ୟୁ ଏସ ଏ, ଋଷିୟା, ଶ୍ରୀ ଲଙ୍କା, ନେପାଲ, ମାଲେସିୟା, ଜାପାନ, ଫିଲିପାଇନ, ହିଙ୍ଗ କଙ୍ଗ, ଓମାନ, ମୋଗୋଲିଆ, ଭେତନାମ, ଆଫଗାନିସ୍ତାନ, ଆଫିକା,ସାଉଥ କେରିଆ, ସିଙ୍ଗାପୁର,ଗ୍ରୀସ,  ଭଳି ରାଜ୍ୟ ରୁ ଖେଳାଳି ଯୋଗ ଦେବା ର ରହିଛି। ଅନ୍ୟ ପଟେ ପୂର୍ବ ବର୍ଷ  22 ଲକ୍ଷ ପୁରସ୍କୃତ ରାଶି କୁ ବଢା ଯାଇ 25 ଲକ୍ଷ କୁ ବୃଦ୍ଧି କରା ଯାଇଛି ବୋଲି କିଟ ର ସ୍ପୋର୍ଟ ଡ଼ିରେକ୍ଟର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.