ETV Bharat / city

Covid Recovery Report: ଆଜି ସୁସ୍ଥ ହେଲେ ୧୨୭୨ ସଂକ୍ରମିତ

author img

By

Published : Feb 18, 2022, 10:15 PM IST

ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଶୁକ୍ରବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୨୭୨ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ ୧୨ ଲକ୍ଷ ୬୫ ହଜାର ୮୪୩କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

Covid Recovery Report: ଆଜି ସୁସ୍ଥ ହେଲେ ୧୨୭୨ ସଂକ୍ରମିତ
Covid Recovery Report: ଆଜି ସୁସ୍ଥ ହେଲେ ୧୨୭୨ ସଂକ୍ରମିତ

ଭୁବନେଶ୍ବର: ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଶୁକ୍ରବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୨୭୨ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ ୧୨ ଲକ୍ଷ ୬୫ ହଜାର ୮୪୩କୁ ବୃଦ୍ଧି ହୋଇଛି ।

  • Another 1272 Covid patients have recovered and are being discharged on 18.02.2022

    232 from Khordha
    124 from Sundargarh
    78 from Cuttack
    71 from Koraput
    65 from Sambalpur
    62 from Baleswar
    61 from Boudh
    53 from Jajapur
    51 from Mayurbhanj
    49 from Nuapada
    41 from Kalahandi

    — H & FW Dept Odisha (@HFWOdisha) February 18, 2022 " class="align-text-top noRightClick twitterSection" data=" ">

ଖୋର୍ଦ୍ଧାରୁ ସର୍ବଧିକ ୨୩୨ ଜଣ କୋରୋନା ସଂକ୍ରମିତ ଆରୋଗ୍ୟ ହୋଇଥିବା ବେଳେ ସୁନ୍ଦରଗଡରୁ ୧୨୪ ଓ କଟକରୁ ୭୮ ଜଣ ସୁସ୍ଥ ହୋଇଛନ୍ତି । କୋରାପୁଟରୁ ୭୧, ସମ୍ବଲପୁରରୁ ୬୫, ବାଲେଶ୍ବରରୁ ୬୨, ବୌଦ୍ଧରୁ ୬୧, ଯାଜପୁରରୁ ୫୩ ଓ ମୟୂରଭଞ୍ଜରୁ ୫୧ ଜଣ କୋରୋନାକୁ ମାତ ଦେଇଛନ୍ତି । ନୂଆପଡାରୁ ୪୯, କଳାହାଣ୍ତିରୁ ୪୧, ଜଗତସିଂହପୁରରୁ ୪୦, ପୁରୀରୁ ୩୬ ଓ ଗଜପତିରୁ ୩୫ ଜଣ ଆରୋଗ୍ୟ ହୋଇଛନ୍ତି ।

  • 8 from Malkangiri
    8 from Nabarangpur
    6 from Anugul
    49 from State Pool

    The total recovered cases of Odisha now stand at 1265843

କେନ୍ଦ୍ରାପଡାରୁ ୨୭, ବରଗଡରୁ ୨୧, ଦେଓଗଡରୁ ୨୧, ଢେଙ୍କାନାଳରୁ ୨୧, ଭଦ୍ରକରୁ ୧୯, ଗଞ୍ଜାମରୁ ୧୬ ଓ କନ୍ଧମାଳରୁ ୧୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ନୟାଗଡରୁ ୧୩, ରାୟଗଡାରୁ ୧୨, ସୋନପୁରରୁ ୧୨, ଝାରସୁଗୁଡାରୁ ୧୦, କେନ୍ଦୁଝରରୁ ୧୦ ଓ ବଲାଙ୍ଗୀରରୁ ୮ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ମାଲକାନଗିରିରୁ ୮, ନବରଙ୍ଗପୁରରୁ ୮ ଓ ଅନୁଗୋଳରୁ ୬ ଜଣ କୋରୋନାରୁ ଆରୋଗ୍ୟ ହୋଇଛନ୍ତି । ଷ୍ଟେଟପୁଲ ସଂଖ୍ୟା ରହିଛି ୪୯ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.