ETV Bharat / city

କୋରୋନାର ଦୃତ ସଂକ୍ରମଣ, ଦିନକରେ 11,807 ପଜିଟିଭ ଚିହ୍ନଟ

author img

By

Published : May 8, 2021, 8:14 AM IST

ରାଜ୍ୟରେ 24 ଘଣ୍ଟା ମଧ୍ୟରେ 11ହଜାର 807 କୋରୋନା ପଜିଟିଭ ଚିହ୍ନଟ । ସୁନ୍ଦରଗଡରୁ ସର୍ବାଧିକ 1922 ଆକ୍ରାନ୍ତ ଚିହ୍ନଟ । ଅଧିକ ପଢନ୍ତୁ...

କୋରୋନାର ଦୃତ ସଂକ୍ରମଣ, ଦିନକରେ 11,807 ପଜିଟିଭ ଚିହ୍ନଟ
କୋରୋନାର ଦୃତ ସଂକ୍ରମଣ, ଦିନକରେ 11,807 ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କୋରୋନାର ଦୃତ ସଂକ୍ରମଣ । ଯାହା ଏବେ ରାଜ୍ୟବାସୀଙ୍କ ଚିନ୍ତା ବଢାଇଛି । ଶୁକ୍ରବାର ରାଜ୍ୟରେ 12ହଜାର ସଂକ୍ରମଣ ପାର କରି ପୂର୍ବ ରେକର୍ଡ ଭାଙ୍ଗିଥିବା ବେଳେ 24 ଘଣ୍ଟା ମଧ୍ୟରେ ପୁଣି 11ହଜାର 807 ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ 1922 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ 1510, ଓ କଟକରୁ 1052 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ 560,ସମ୍ବଲପୁରରୁ 533, ପୁରୀରୁ 454, ବରଗଡରୁ 428, ଝାରସୁଗୁଡାରୁ 421, ନବରଙ୍ଗପୁରରୁ 419, କଳାହାଣ୍ଡିରୁ 402, ବଲାଙ୍ଗୀରରୁ 437, ଗଞ୍ଜାମରୁ 341, ଯାଜପୁରରୁ 302, ନୂଆପଡାରୁ 286, ବାଲେଶ୍ବରରୁ 260, ସୋନପୁରରୁ 210, ବୌଦ୍ଧରୁ 178, ଦେବଗଡରୁ 115, ଢେଙ୍କାନାଳରୁ 177, ଗଜପତିରୁ 105, ଜଗତସିଂହପୁରରୁ 134, କେନ୍ଦ୍ରାପଡାରୁ 145, କେନ୍ଦୁଝରରୁ 231, କୋରାପୁଟରୁ 122, ମୟୂରଭଞ୍ଜରୁ 175, ନୟାଗଡରୁ 204, ରାୟଗଡାରୁ 138, କନ୍ଧମାଳରୁ 92, ଭଦ୍ରକରୁ 83, ମାଲକାନଗିରିରୁ 70, ଏବଂ ଷ୍ଟେଟପୁଲରୁ 301 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 5ଲକ୍ଷ 24 ହଜାର 207ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.