ETV Bharat / city

COVID RECOVERY REPORT: ସୁସ୍ଥ ହେଲେ ଆଉ 10390 କୋରୋନା ସଂକ୍ରମିତ

author img

By

Published : Jan 21, 2022, 10:20 PM IST

କୋରୋନାକୁ ମାତ ଦେଇ ସୁସ୍ଥ ହେଲେ ଆଉ ୧୦୩୯୦ ଆକ୍ରାନ୍ତ । ଶୁକ୍ରବାର କୋରୋନା ପଞ୍ଝାରୁ ମୁକ୍ତ ହେଲେ ୩୦ ଜିଲ୍ଲା ଏବଂ ଷ୍ଟେଟ୍ ପୁଲରୁ 10390ରୋଗୀ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୯୯୪୨୩କୁ ବୃଦ୍ଧି ହୋଇଛି ।

ODISHA COVID RECOVERY REPORT : ଆଜି ସୁସ୍ଥ ହେଲେ 10390 କୋରୋନା ସଂକ୍ରମିତ

ଭୁବନେଶ୍ବର : କୋରୋନାକୁ ମାତ ଦେଇ ସୁସ୍ଥ ହେଲେ ଆଉ 10390 ଆକ୍ରାନ୍ତ । ଶୁକ୍ରବାର କୋରୋନା ପଞ୍ଝାରୁ ମୁକ୍ତ ହେଲେ 30 ଜିଲ୍ଲା ଏବଂ ଷ୍ଟେଟ୍ ପୁଲରୁ 10390ରୋଗୀ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ ୯୯୪୨୩କୁ ବୃଦ୍ଧି ହୋଇଛି ।

  • Another 10390 Covid patients have recovered and are being discharged on 21.01.2022

    2610 from Khordha
    1944 from Sundargarh
    944 from Cuttack
    509 from Baleswar
    500 from Sambalpur
    376 from Mayurbhanj
    308 from Bolangir
    271 from Puri
    214 from Nayagarh
    195 from Rayagada

    — H & FW Dept Odisha (@HFWOdisha) January 21, 2022 " class="align-text-top noRightClick twitterSection" data=" ">

ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୧୯୪୪, କଟକରୁ ୯୪୪, ବାଲେଶ୍ବରରୁ ୫୦୯, ସମ୍ବଲପୁରରୁ ୫୦୦ ଓ ମୟୂରଭଞ୍ଜରୁ ୩୭୬ ଆରୋଗ୍ୟ ଲାଭ କରିଛନ୍ତି । ବଲାଙ୍ଗୀରରୁ ୩୦୮, ପୁରୀରୁ ୨୭୧, ନୟାଗଡରୁ ୨୧୪, ରାୟଗଡାରୁ ୧୯୫, ଯାଜପୁରରୁ ୧୯୧,ସୋନପୁରରୁ ୧୫୧, ଜଗତସିଂହପୁରରୁ ୧୪୪, କଳାହାଣ୍ତିରୁ ୧୪୪ ଓ ନବରଙ୍ଗପୁରରୁ ୧୪୪ ସୁସ୍ଥ ହୋଇଛନ୍ତି । ସେହିପରି ଗଞ୍ଜାମରୁ ୧୩୮, କୋରାପୁଟରୁ ୧୩୬, ଝାରସୁଗୁଡାରୁ ୧୨୮, କେନ୍ଦୁଝରରୁ ୧୨୪, ଗଜପତିରୁ ୧୦୬, ଭଦ୍ରକରୁ ୧୦୧, ଅନୁଗୋଳରୁ ୧୦୦, ବରଗଡରୁ ୮୪ ଓ ମାଲକାନଗିରିରୁ ୧୮୨ ଆରୋଗ୍ୟ ଲାଭ କରିଛନ୍ତି । କେନ୍ଦ୍ରାପଡାରୁ ୭୧, ଢେଙ୍କାନାଳରୁ ୪୪, କନ୍ଧମାଳରୁ ୪୪, ଦେଓଗଡରୁ ୨୩ ଜଣ ସୁସ୍ଥ ହୋଇଛନ୍ତି । ଷ୍ଟେଟପୁଲ ସଂଖ୍ୟା ରହିଛି ୫୬୭ ।

  • 191 from Jajapur
    151 from Sonepur
    144 from Jagatsinghpur
    144 from Kalahandi
    144 from Nabarangpur
    138 from Ganjam
    136 from Koraput
    128 from Jharsuguda
    124 from Keonjhar
    106 from Gajapati
    101 from Bhadrak
    100 from Anugul
    84 from Bargarh
    82 from Malkangiri
    71 from Kendrapara

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.