ETV Bharat / city

ଆଜି ରାଜ୍ୟରୁ ସୁସ୍ଥ ହେଲେ 1011 ଆକ୍ରାନ୍ତ - odisha corona recovery update

ଦିନକୁ ଦିନ ରାଜ୍ୟରେ କୋରୋନା ମାମଲା ହ୍ରାସ ପାଉଥିବାବେଳେ ଶନିବାର 1011 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 3 ଲକ୍ଷ 4 ହଜାର 908ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଆଜି ରାଜ୍ୟରୁ ସୁସ୍ଥ ହେଲେ 1011 ଆକ୍ରାନ୍ତ
ଆଜି ରାଜ୍ୟରୁ ସୁସ୍ଥ ହେଲେ 1011 ଆକ୍ରାନ୍ତ
author img

By

Published : Nov 21, 2020, 8:10 PM IST

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ କୋରୋନା ମାମଲା ହ୍ରାସ ପାଉଥିବାବେଳେ ଶନିବାର 1011 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 3 ଲକ୍ଷ 4 ହଜାର 908ରେ ପହଞ୍ଚିଛି ।

ଆଜି ରାଜ୍ୟରେ ଅନୁଗୋଳ ଜିଲ୍ଲାରେ ସର୍ବାଧିକ 138 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରେ 114, ବଲାଙ୍ଗୀରରେ 81, କଟକରେ 78, ବାଲେଶ୍ୱରରେ 45, ଜଗତସିଂହପୁରରେ 45, କେନ୍ଦ୍ରାପଡାରେ 43, କଳାହାଣ୍ଡିରେ 40, ସୁନ୍ଦରଗଡରେ 39, ବରଗଡରେ 34, ନୂଆପଡାରେ 29, ଯାଜପୁରରେ 28, ପୁରୀରେ 26, ଢେଙ୍କାନାଳରେ 24, କେନ୍ଦୁଝରରେ 20, ନବରଙ୍ଗପୁରରେ 19, ଝାରସୁଗୁଡ଼ାରେ 18, ସମ୍ବଲପୁରରେ 16, ଗଂଜାମରେ 12, ନୟାଗଡରେ 12, ଭଦ୍ରକରେ 10, କନ୍ଧମାଳରେ 10, କୋରାପୁଟ ଓ ସୋନପୁରରେ 9, ମାଲକାଗିରିରେରେ 5, ଦେଓଗଡରେ 3, ରାୟଗଡାରେ 3, ଗଜପତିରେ 2 ଏବଂ ଷ୍ଟେଟ ପୋଲରେ 23 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.