ETV Bharat / city

ଅଭାବନୀୟ; ମଦ ପିଇ ଜୀବନ ହାରିଲେ ଯୁବକ - ଭଦ୍ରକ ଖବର

ଭଦ୍ରକ ଜିଲ୍ଲାର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୋରକୋରା ଶାସନ ଅଞ୍ଚଳରେ ଅଭାବନୀୟ ଘଟଣା । ଇନ୍ଦ୍ରଜିତ ପଣ୍ଡା ମଦ ପିଇବାରୁ ହସ୍ପିଟାଲରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଅଧିକ ଖବର ପଢନ୍ତୁ...

ଅଭାବନୀୟ; ମଦ ପିଇ ଜୀବନ ହାରିଲେ ଯୁବକ
ଅଭାବନୀୟ; ମଦ ପିଇ ଜୀବନ ହାରିଲେ ଯୁବକ
author img

By

Published : Dec 10, 2019, 2:38 PM IST

ଭଦ୍ରକ: ଜିଲ୍ଲାର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୋରକୋରା ଶାସନ ଅଞ୍ଚଳରେ ଅଭାବନୀୟ ଘଟଣା । କୋରକୋରା ଶାସନ ଗାଁର ଇନ୍ଦ୍ରଜିତ ପଣ୍ଡା ମଦ ପିଇ ଘରକୁ ଆସିବା ପରେ ସେ ହଠାତ ବାନ୍ତି କରିବା ସହ ଛଟପଟ ହୋଇଥିବା ଜଣାପଡିଥିଲା । ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ।

ଅଭାବନୀୟ; ମଦ ପିଇ ଜୀବନ ହାରିଲେ ଯୁବକ

ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି । ହେଲେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ସ୍ଥାନୀୟ ଅଞ୍ଚଳରେ ଦେଶୀ ମଦ ଚୋରା କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : WINE DEATH
FORMAT : AVO
REPORT : DEBASIS MOHAPATRA / BHADRAK
DATE : 10.12.2019

ANCHOR : ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୋରକୋରା ଶାସନ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। କୋରକୋରା ଶାସନ ଗାଁର ଇନ୍ଦ୍ରଜିତ ପଣ୍ଡା ମଦ ପିଇ ଘରକୁ ଆସିବା ପରେ ସେ ହଟାତ ବାନ୍ତି କରିବା ସହ ଛଟପଟ ହୋଇଥିବା ଜଣାପଡିଛି। ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ଯବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର ପ୍ରକୃତ କାରଣ ସ୍ପଷ୍ଟ ହେବ। Body:ହେଲେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ସ୍ଥାନିୟ ଅଞ୍ଚଳରେ ଦେଶୀ ମଦ ଚୋରା କାରବାର ଦିନକୁଦିନ ବୃଦ୍ଧି ପାଉଥିବା ସୂଚନା ମିଳିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.