ETV Bharat / city

ରାମନବମୀରେ ଉଭା ହେଲେ ବିଶ୍ୱର ଛୋଟ ରାମ ! - ଶିଳ୍ପୀ ସତ୍ୟ ମହାରଣା

ରାମନବମୀ ଅବସରରେ କାଠରେ ବିଶ୍ବର ସବୁଠୁ ଛୋଟ ରାମ ମୂର୍ତ୍ତି ନିର୍ମାଣ କଲେ ବ୍ରହ୍ମପୁରର ଯୁବଶିଳ୍ପୀ । ଅଧିକ ପଢନ୍ତୁ....

କାଠରେ ବିଶ୍ୱର ସବୁଠୁ ଛୋଟ ରାମ ମୂର୍ତ୍ତି ନିର୍ମାଣ

author img

By

Published : Apr 21, 2021, 3:45 PM IST

ବ୍ରହ୍ମପୁର: ଆଜି(ବୁଧବାର) ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ରଙ୍କ ଜନ୍ମତିଥି ବା ରାମନବମୀ । ଏହି ଅବସରରେ କାଠରେ ବିଶ୍ବର ସବୁଠୁ ଛୋଟ ରାମ ମୂର୍ତ୍ତି ନିର୍ମାଣ କରିଛନ୍ତି ବ୍ରହ୍ମପୁରର ଯୁବଶିଳ୍ପୀ ସତ୍ୟ ମହାରଣା । ସତ୍ୟଙ୍କ ହାତରେ ପ୍ରସ୍ତୁତ ହୋଇଥିବା ବିଶ୍ବର ସବୁଠୁ ଛୋଟ ରାମଙ୍କ ଏହି କାଠ ମୂର୍ତ୍ତିର ଉଚ୍ଚତା ମାତ୍ର 4.1 ସେ.ମି ରହିଛି ।

ତେବେ ରାମନବମୀ ଅବସରରେ ସମସ୍ତ କୋଭିଡ ନିୟମାବଳୀ ଯେପରିକି ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା ଆଦି ସଚେତନତା ସହ ଘରେ ରହି ଭଗବାନ ରାମଚନ୍ଦ୍ରଙ୍କୁ ପ୍ରାର୍ଥନା କରିବାକୁ ଶିଳ୍ପୀ ସତ୍ୟ ଅନୁରୋଧ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.