ETV Bharat / city

ବ୍ରହ୍ମପୁରରେ ଅବକାରୀ ଚଢାଉ: ବିପୁଳ ପରିମାଣର ବ୍ରାଉନସୁଗାର ଓ ଗଞ୍ଜେଇ ଜବତ, ୩ ଗିରଫ

author img

By

Published : Jul 6, 2022, 10:46 PM IST

ବ୍ରହ୍ମପୁର ସହରରେ ଚଢ଼ାଉ କରିଛି ଅବକାରୀ ବିଭାଗ । ୨ଟି ସ୍ଥାନରେ ଚଢ଼ାଉ କରି ୧୧୨ ଗ୍ରାମ ବ୍ରାଉନସୁଗାର ଓ ୫୩ କିଗ୍ରା ଗଞ୍ଜେଇ ଜବତ କରାଯାଇଛି । ଉଭୟ ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଧିକ ପଢ଼ନ୍ତୁ

ବ୍ରହ୍ମପୁରରୁ ବିପୁଳ ପରିମାଣର ବ୍ରାଉନସୁଗାର ଓ ଗଞ୍ଜେଇ ଜବତ, ୩ ଗିରଫ

ବ୍ରହ୍ମପୁର: ସହରରେ ଅବକାରୀ ବିଭାଗର ମାରାଥନ ଚଢ଼ାଉ । ଦୁଇଟି ସ୍ଥାନରେ ଚଢ଼ାଉ କରି ୧୧୨ ଗ୍ରାମ ବ୍ରାଉନସୁଗାର ଓ ୫୩ କିଗ୍ରା ଗଞ୍ଜେଇ ଜବତ କରାଯାଇଛି । ତେବେ ଉଭୟ ଘଟଣାରେ ତିନୋଟି ପୃଥକ ମାମଲା ରୁଜ୍ଜୁ କରି ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସୂଚନା ଅନୁସାରେ ବ୍ରହ୍ମପୁର ଗୋଦାବରୀଶ ନଗର ଦ୍ବିତୀୟ ଲେନର ସନ୍ଦୀପ ଅଗ୍ରୱାଲ ଭୁବନେଶ୍ବରରୁ ବ୍ରାଉନସୁଗାର ଆଣି ଏଠାରେ ବ୍ୟବସାୟ କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ଏକ ସ୍ବତନ୍ତ୍ର ଟିମ ଜରିଆରେ ସନ୍ଦୀପର ଗତିବିଧି ଉପରେ ନଜର ରଖିଥିଲା ଅବକାରୀ ବିଭାଗ । ତେବେ ଆଜି(ବୁଧବାର) ସ୍କୁଟି ଡିକିରେ ଏକ ପ୍ଲାଷ୍ଟିକ ବକ୍ସ ମଧ୍ୟରେ ବ୍ରାଉନସୁଗାର ରଖି ବିକ୍ରୀ କରୁଥିବା ବେଳେ ଗୁଇନ୍ଦା ବିଭାଗ ହାତରେ ଧରା ପଡ଼ିଥିଲା । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.