ETV Bharat / city

ଗଞ୍ଜାମର ସମସ୍ତ ସରପଞ୍ଚଙ୍କ ସହ ଭିଡିଓ କନଫେରେନ୍ସରେ ଆଲୋଚନା କଲେ ଜିଲ୍ଲାପାଳ - video conference with all the sarpanches of Ganjam

ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲାର ସମସ୍ତ ସରପଞ୍ଚଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବର୍ତ୍ତମାନ ପରିସ୍ଥିତିର ସମୀକ୍ଷା କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର....

ଗଞ୍ଜାମର ସମସ୍ତ ସରପଞ୍ଚଙ୍କ ସହ ଭିଡିଓ କନଫେରେନ୍ସରେ ଆଲୋଚନା କଲେ ଜିଲ୍ଲାପାଳ

author img

By

Published : Jun 16, 2020, 12:48 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଉ ଏଭଳି ସମୟରେ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାକୁ ଜୁନ୍‌ ମାସକୁ ଅଧିକ ଗୁରୁତ୍ବ ଦେଇଛନ୍ତି । ଜିଲ୍ଲାରେ ଆଗାମୀ ୧୫ ଦିନ ଲକଡାଉନ୍ ନିୟମକୁ ଅଧିକ କଟକଣା କରାଯିବା ସହ ୧୮ ଘଣ୍ଟିଆ ସଟଡାଉନ୍ କରାଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର ସମସ୍ତ ସରପଞ୍ଚଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବର୍ତ୍ତମାନ ପରିସ୍ଥିତିର ସମୀକ୍ଷା କରିଛନ୍ତି ।

ଗଞ୍ଜାମର ସମସ୍ତ ସରପଞ୍ଚଙ୍କ ସହ ଭିଡିଓ କନଫେରେନ୍ସରେ ଆଲୋଚନା କଲେ ଜିଲ୍ଲାପାଳ
ଗଞ୍ଜାମର ସମସ୍ତ ସରପଞ୍ଚଙ୍କ ସହ ଭିଡିଓ କନଫେରେନ୍ସରେ ଆଲୋଚନା କଲେ ଜିଲ୍ଲାପାଳ
ଗଞ୍ଜାମର ସମସ୍ତ ସରପଞ୍ଚଙ୍କ ସହ ଭିଡିଓ କନଫେରେନ୍ସରେ ଆଲୋଚନା କଲେ ଜିଲ୍ଲାପାଳ
ଗଞ୍ଜାମର ସମସ୍ତ ସରପଞ୍ଚଙ୍କ ସହ ଭିଡିଓ କନଫେରେନ୍ସରେ ଆଲୋଚନା କଲେ ଜିଲ୍ଲାପାଳ

ଜିଲ୍ଲାରେ କୋରୋନା ମୁକାବିଲା ପାଇଁ ସରପଞ୍ଚମାନଙ୍କ ସହଯୋଗ ଏବଂ କାର୍ଯ୍ୟକୁ ପ୍ରଶଂସନୀୟ ବୋଲି କୁହାଯାଇଛି । ଆଗାମୀ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଦୈନିକ ଲକ‌ଡାଉନ କଟକଣା ସମ୍ପର୍କରେ ରହିଥିବା ଗାଇଡଲାଇନ ଉପରେ ବୈଠକରେ ଆଲୋଚନା କରାଯାଇଛି । ଏଥିସହ ସରକାରୀ କ୍ବାରେଣ୍ଟାଇନ ସେଣ୍ଟର ପରିଚାଳନା ଉପରେ ସମୀକ୍ଷା କରାଯାଇଛି ।

ମୁଖ୍ୟତଃ ସାଧାରଣ ଜନତାଙ୍କୁ ଏହି ଗାଇଡଲାଇନ୍‌ ସମ୍ପର୍କରେ ଅବଗତ କରିବା ସହ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଭଳି ସଚେତନତା କରିବାକୁ ବୈଠକରେ ଜିଲ୍ଲାପାଳ ନିବେଦନ କରିଥିଲେ । ଏନେଇ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ଜିଲ୍ଲାପାଳ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.