ETV Bharat / city

ବିଇଡି ପରୀକ୍ଷା ତାରିଖ ପରିବର୍ତ୍ତନ ପାଇଁ ଦାବି

author img

By

Published : Jul 28, 2019, 4:19 AM IST

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନରେ ହେବାକୁ ଥିବା ବିଇଡି ପରୀକ୍ଷା ଏବଂ ଓଟିଇଟି ପରୀକ୍ଷା ଏକା ସମୟରେ ହେବାକୁ ଥିବାରୁ ବିଇଡି ପରୀକ୍ଷା ତାରିଖକୁ ପରିବର୍ତ୍ତନ କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି । ବିଇଡି ପରୀକ୍ଷାକୁ ଘୁଞ୍ଚାଇବାକୁ ଦାବି କରି ଏକ ସ୍ମାରକପତ୍ର କୂଳସଚିବଙ୍କୁ ପ୍ରଦାନ କରିଛନ୍ତି ଛାତ୍ରଛାତ୍ରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନସ୍ଥ ସମସ୍ତ ମହାବିଦ୍ୟାଳୟରେ ହେବାକୁ ଥିବା ବିଇଡି ପରୀକ୍ଷା ତାରିଖକୁ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଆଗାମୀ ଦିନରେ ହେବାକୁ ଥିବା ବିଇଡି ପରୀକ୍ଷା ଏବଂ ଓଟିଇଟି ପରୀକ୍ଷା ଏକା ସମୟରେ ହେବାକୁ ଥିବାରୁ ଏଥିପ୍ରତି ଗୁରୁତ୍ବ ଦେବାକୁ ନେଇ ଛାତ୍ରଛାତ୍ରୀ ଦାବି କରିଛନ୍ତି ।

ବିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଏନେଇ ଅଖିଳ ଭାରତ ଗଣତାନ୍ତ୍ରିକ ଛାତ୍ର ସଂଗଠନ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସମେତ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ପାଞ୍ଚଟି ବିଇଡି କଲେଜର ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟର ପ୍ରଶାସନିକ କୋଠାରେ ପହଞ୍ଚି ବିଇଡି ପରୀକ୍ଷାକୁ ଘୁଞ୍ଚାଇବାକୁ ଦାବି କରି ଏକ ସ୍ମାରକପତ୍ର କୁଳସଚିବଙ୍କୁ ପ୍ରଦାନ କରିଥିଲେ । ତୁରନ୍ତ ଏଥିପ୍ରତି ଗୁରୁତ୍ବ ନଦେଲେ ବିଦ୍ୟାର୍ଥମାନେ କୌଣସି ଏକ ପରୀକ୍ଷାରୁ ବଞ୍ଚିତ ହେବେ ବୋଲି କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନସ୍ଥ ସମସ୍ତ ମହାବିଦ୍ୟାଳୟ ଅଧିନରେ
ବିଇଡି ପରୀକ୍ଷାକୁ ପରିବର୍ତ୍ତନ କରିବାକୁ ଦାବୀ କରିଛନ୍ତି ଛାତ୍ରଛାତ୍ରୀ ।ଆଗାମୀ ଦିନରେ ହେବାକୁ ଥିବା ବିଇଡି ପରୀକ୍ଷା ଏବଂ ଓଟିଇଟି ପରୀକ୍ଷା ଏକା ସମୟରେ ହେବାକୁ ଥିବାରୁ ଏଥିପ୍ରତି ଗୁରୁତ୍ବ ଦେବାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦାବି କରାଯାଇଛି । ଏନେଇ ଅଖିଳ ଭାରତ ଗଣତାନ୍ତ୍ରିକ ଛାତ୍ର ସଂଗଠନ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସମେତ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ପାଞ୍ଚଟି ବିଇଡି କଲେଜର ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟର ପ୍ରଶାସନିକ କୋଠାରେ ପହଞ୍ଚି ବିଇଡି ପରୀକ୍ଷାକୁ ଘୁଞ୍ଚାଇବାକୁ ଦାବି କରି ଏକ ସ୍ମାରକପତ୍ର କୂଳସଚିବଙ୍କୁ ପ୍ରଦାନ କରିଥିଲେ। ତୁରନ୍ତ ଏଥିପ୍ରତି ଗୁରୁତ୍ବ ନଦେଲେ ବିଦ୍ୟାର୍ଥ ମାନେ କୋୖଣସି ଏକ ପରୀକ୍ଷାରେ ବଞ୍ଚିତ ହେବେ ବୋଲି କହିଛନ୍ତି ।
ବାଇଟ-ବିଇଡି ବିଦ୍ୟାର୍ଥୀBody:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.