ETV Bharat / city

Tapaswini-Sumit marital discord: ସୁମିତଙ୍କୁ ଝଟକା, ପରିବାର ପକ୍ଷରୁ ହୋଇଥିବା ପିଟିସନ ଖାରଜ - Tapaswini-Sumit marital discord

ବ୍ରହ୍ମପୁର ସହରର ବ୍ରହ୍ମାନଗର ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ଓ ପତ୍ନୀ ତପସ୍ବିନୀ ଦାଶ ବିବାଦ ମାମଲାରେ ସୁମିତଙ୍କ ପରିବାର ପକ୍ଷରୁ ହୋଇଥିବା ପିଟିସନକୁ ଖାରଜ କଲେ ଏସଡିଜେଏମ କୋର୍ଟ । ଅଧିକ ପଢନ୍ତୁ

sumit and tapaswani marriage controversy
ସୁମିତଙ୍କ ପରିବାର ପକ୍ଷରୁ ହୋଇଥିବା ପିଟିସନକୁ ଖାରଜ କଲେ କୋର୍ଟ
author img

By

Published : Jan 17, 2022, 10:08 PM IST

ବ୍ରହ୍ମପୁର: ବ୍ରହ୍ମପୁର ସହରର ବ୍ରହ୍ମାନଗର ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ଓ ତପସ୍ବିନୀ ଦାଶ ବିବାଦ ମାମଲାରେ ସୁମିତଙ୍କ ପରିବାର ପକ୍ଷରୁ ହୋଇଥିବା ପିଟିସନକୁ ଖାରଜ କଲେ ଏସଡିଜେଏମ କୋର୍ଟ । ସୁମିତଙ୍କ ମା’ ଓ ଜେଜେ ମା’ଙ୍କ ପକ୍ଷରୁ ସୁରକ୍ଷା ନେଇ ଆବେଦନକୁ କୋର୍ଟରେ ଖାରଜ କରାଯାଇଥିବା ତପସ୍ବିନୀଙ୍କ ଓକିଲ ପ୍ରଦୀପ କୁମାର ବେହେରା ସୂଚନା ଦେଇଛନ୍ତି ।

ତେବେ ନିଜର ସୁରକ୍ଷା ଦାବି କରି ଆବେଦନ କରିଥିଲେ ସୁମିତଙ୍କ ମାଆ ଓ ଜେଜେ ମା’ । ଏପଟେ ତପସ୍ବିନୀଙ୍କ କରିଥିବା ମୁଖ୍ୟ ପିଟିସନ ଆସନ୍ତା କାଲି ଶୁଣାଣି ହେବ ।

ବ୍ରହ୍ମପୁରରୁ ସମୀର ଆଚ୍ଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.