ବ୍ରହ୍ମପୁର: ମାତୃ ଦିବସରେ ବାଲୁକା ଶିଳ୍ପୀ ସତ୍ୟଙ୍କ ନିଆରା କଳାକୃତି । ସତ୍ୟ ଧୂଆଁର ନାମକ ଯୁବକ ଚିତ୍ରକଳା ଏବଂ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ସଚେତନାର ବାର୍ତ୍ତା ଦେବା ସହ ମାତୃ ଦିବସରେ ମାଆ ଓ ଶିଶୁ ମାନଙ୍କୁ ମାସ୍କ ପରିଧାନ କରିବାକୁ ବାର୍ତ୍ତା ଦେଇଛନ୍ତି ।
![ମାତୃ ଦିବସ: ସ୍ୟାଣ୍ଡଆର୍ଟରେ ମା’ଙ୍କୁ ମାସ୍କ ପିନ୍ଧିବାକୁ କହିଲେ ବାଲୁକା ଶିଳ୍ପୀ](https://etvbharatimages.akamaized.net/etvbharat/prod-images/od-bam-sand-artist-special-message-on-mothers-day-7205524_08052021164402_0805f_1620472442_521.jpg)
ଅଦୃଶ୍ୟ କୋରୋନା କବଳରୁ ଯେପରି ଲୋକେ ରକ୍ଷା ପାଇପାରିବେ ନିଜର ଚିତ୍ରକଳା ମାଧ୍ୟମରେ ଆହ୍ବାନ ଦେଇଛନ୍ତି । ଏଥିସହ ସେଭଳି କିଛି କାର୍ଯ୍ୟ ନଥିଲେ ବାହାରକୁ ନଯିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି ।
![ମାତୃ ଦିବସରେ ବାଲୁକା ଶିଳ୍ପୀ ସତ୍ୟଙ୍କ ନିଆରା କଳାକୃତି](https://etvbharatimages.akamaized.net/etvbharat/prod-images/od-bam-sand-artist-special-message-on-mothers-day-7205524_08052021164402_0805f_1620472442_282.jpg)
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ