ETV Bharat / city

ନିମୋକୋକାଲ କଞ୍ଜୁଗେଟ୍ ଟୀକାକରଣ କାର୍ଯ୍ୟକ୍ରମ - Pneumococcal Conjugate

ଶୁଭାରମ୍ଭ ହେଲା ନିମୋକୋକାଲ କଞ୍ଜୁଗେଟ୍ ଟୀକାକରଣ କାର୍ଯ୍ୟକ୍ରମ । ବୁଧବାର ବ୍ରହ୍ମପୁରରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇ. ଏ. ସି ହଲ ପରିସରରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ଉପସ୍ଥିତିରେ ଶୁଭାରମ୍ଭ କରାଯାଇଛି । ଅଧିକ ପଢନ୍ତୁ..

ବ୍ରହ୍ମପୁରରେ ଶୁଭାରମ୍ଭ  ନିମୋକୋକାଲ କଞ୍ଜୁଗେଟ୍ ଟୀକାକରଣ କାର୍ଯ୍ୟକ୍ରମ

author img

By

Published : Jun 30, 2021, 10:59 PM IST

ବ୍ରହ୍ମପୁର: ରାଜ୍ୟବ୍ୟାପୀ ନିମୋକୋକାଲ କଞ୍ଜୁଗେଟ୍ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ ବ୍ରହ୍ମପୁର ଠାରେ ଶୁଭାରମ୍ଭ ହୋଇଛି ପିସିଭି ଟୀକାକରଣ କାର୍ଯ୍ୟକ୍ରମ । ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇ. ଏ. ସି ହଲ ପରିସରରେ ଏହାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ଶୁଭାରମ୍ଭ କରାଯାଇଛି । ନିମୋନିଆ ଓ ବ୍ରେନ୍ ଟିୟୁମର ରୋଗର ପ୍ରତିଷେଧକ ରୂପେ ଏହି ଟିକା କାର୍ଯ୍ୟ କରିବ । ୩ଟି ଡୋଜରେ ଶିଶୁମାନେ ଟିକା ନେବେ । ଦେଢ଼ମାସ, ସାଢେ ତିନି ମାସ ଓ ୯ ମାସ ବୟସର ଶିଶୁମାନଙ୍କୁ ପର୍ଯ୍ୟାୟକ୍ରମେ ଟୀକାକରଣ କରାଯିବ ।

ବ୍ରହ୍ମପୁରରେ ଶୁଭାରମ୍ଭ ନିମୋକୋକାଲ କଞ୍ଜୁଗେଟ୍ ଟୀକାକରଣ କାର୍ଯ୍ୟକ୍ରମ

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଚିକିତ୍ସାଧିକାରୀ ଉମାଶଙ୍କର ମିଶ୍ର ,ଡିପିଏମ୍ ଶ୍ୟାମ ସୁନ୍ଦର ତ୍ରିପାଠୀ ଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.