ETV Bharat / city

ଭୋଟ ବାକ୍ସକୁ ମୁଣ୍ଡିଆ ମାରିଲେ ସାଂସଦ ପ୍ରମିଳା ବିଷୋୟୀ - ଭୋଟବାକ୍ସକୁ ମୁଣ୍ତିଆ ମାରିଲେ ପ୍ରମିଳା ବିଷୋୟୀ

ଚାଲିଛି ଶେଷ ପର୍ଯ୍ୟାୟ ମତଦାନ । ଭୋଟ ଦେଇ ବାଲାଟ ବାକ୍ସକୁ ମୁଣ୍ଡିଆ ମାରିଲେ ଆସିକା ସାଂସଦ ପ୍ରମିଳା ବିଷୋୟୀ । ଅଧିକ ପଢନ୍ତୁ

ଭୋଟ ବାକ୍ସକୁ ମୁଣ୍ଡିଆ ମାରିଲେ ସାଂସଦ ପ୍ରମିଳା ବିଷୋୟୀ

author img

By

Published : Feb 24, 2022, 12:39 PM IST

ବ୍ରହ୍ମପୁର: ଭୋଟ ବାକ୍ସକୁ ମୁଣ୍ଡିଆ ମାରିଲେ ଆସିକା ସାଂସଦ । ଭୋଟ ଦେବା ପରେ ଭୋଟ ବାକ୍ସକୁ ସାଂସଦ ପ୍ରମିଳା ବିଷୋୟୀ ଆଣ୍ଠୁମାଡି ପ୍ରଣାମ କରିବା ସହ ମୁଣ୍ଡିଆ ମାରିଛନ୍ତି । ଆଜି ପଞ୍ଚାୟତ ନିର୍ବାଚର ପଞ୍ଚାମ ପର୍ଯ୍ୟାୟ ମତଦାନ ଜାରି ରହିଥିବାବେଳେ ଗଞ୍ଜାମ ଜିଲ୍ଲାର ଆସିକା ବ୍ଳକ ଅନ୍ତର୍ଗତ ନିଜ ଗ୍ରାମ ଚେରମାରିଆ ବିଦ୍ୟାଳୟରେ ପ୍ରମିଳା ନିଜର ମତଦାନ କରିଛନ୍ତି । ବାଲାଟ ବାକ୍ସରେ ନିଜ ଭୋଟ ପକାଇବା ପରେ ସେ ଏଭଳି ମୁଣ୍ଡିଆଁ ମାରିଛନ୍ତି । ଯାହା ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ଭୋଟ ବାକ୍ସକୁ ମୁଣ୍ଡିଆ ମାରିଲେ ସାଂସଦ ପ୍ରମିଳା ବିଷୋୟୀ

ଆଜି ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଚାଲିଛି । ୨୫ଟି ଜିଲ୍ଲାର ୪୮ଟି ବ୍ଲକର ୧୩୧ ଜିଲ୍ଲା ପରିଷଦ ଜୋନର ୯୭୫ଟି ପଞ୍ଚାୟତରେ ମତଦାନ ଜାରି ରହିଛି । ନିଜର ବହୁମୂଲ୍ୟ ଭୋଟ ଦେଇ ନେତା ବାଛୁଛନ୍ତି ମତଦାତା । ଗଣତନ୍ତ୍ରର ଏହି ମହାପର୍ବରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ମଧ୍ୟ ସାମିଲ ହୋଇଛନ୍ତି । ନିଜ ଗ୍ରାମ ଚେରମାରିଆ ବିଦ୍ୟାଳୟରେ ଭୋଟ ଦେବା ପରେ ସାଂସଦ ବାଲଟ ବକ୍ସକୁ ମୁଣ୍ତିଆ ମାରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.