ETV Bharat / city

୧୦ଦଫା ଦାବି ନେଇ ଓଡିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀ ସଙ୍ଘର ବିକ୍ଷୋଭ - ବ୍ରହ୍ମପୁର ଖବର

୧୦ଦଫା ଦାବି ନେଇ ଓଡିଶା ଆଦର୍ଶ ବିଦ୍ୟାଳୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଙ୍ଘଙ୍କ ବିକ୍ଷୋଭ ପ୍ରଦର୍ଶନ । ତେବେ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କ ଦରମାକୁ ସର୍ବନିମ୍ନ ମଜୁରୀ ଅନୁଯାୟୀ ବୃଦ୍ଧି କରିବା ଏମାନଙ୍କ ମୁଖ୍ୟ ଦାବି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର
author img

By

Published : Sep 16, 2019, 10:45 PM IST

ବ୍ରହ୍ମପୁର: ଓଡିଶା ଆଦର୍ଶ ବିଦ୍ୟାଳୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଙ୍ଘଙ୍କ ବିକ୍ଷୋଭ ପ୍ରଦର୍ଶନ। ଏମାନେ ୧୦ଦଫା ଦାବି ନେଇ ବ୍ରହ୍ମପୁରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ ଆଦର୍ଶ ବିଦ୍ୟାଳୟରେ ସ୍ପଳ୍ପ ଦରମାରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କର ଦରମାକୁ ସର୍ବନିମ୍ନ ମଜୁରୀ ଅନୁଯାୟୀ ବୃଦ୍ଧି କରିବା ମୁଖ୍ୟ ଦାବି ।

୧୦ଦଫା ଦାବି ନେଇ ଓଡିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀ ସଙ୍ଘର ବିକ୍ଷୋଭ

ସେହିପରି ନିୟମିତ ଭାବରେ ପ୍ରତି ମାସର ପ୍ରଥମ ସପ୍ତାହ ମଧ୍ୟରେ ସବୁ କର୍ମଚାରୀଙ୍କ ଦରମା ନିଶ୍ଚିତ କରିବା ଏବଂ ସରକାରୀ କର୍ମଚାରୀଙ୍କ ଭଳି ସଚେତନ ଛୁଟି ନେବାର ବ୍ୟବସ୍ଥା କରିବା ଭଳି ବିଭିନ୍ନ ଦାବି ନେଇ ସ୍ଥାନୀୟ ଶ୍ରମ କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:୧୦ଦଫା ଦାବୀ ନେଇ ଓଡିଶା ଆଦର୍ଶ ବିଦ୍ୟାଳୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ସ°ଙ୍ଘ ପକ୍ଷରୁ ବ୍ରହ୍ମପୁର ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ଆଦର୍ଶ ବିଦ୍ୟାଳୟରେ ସ୍ପଳ୍ପ ଦରମାରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କର ଦରମାକୁ ସର୍ବନିମ୍ନ ମଜୁରୀ ଅନୁଯାୟୀ ବୃଦ୍ଧି କରିବା ,ନିୟମିତ ଭାବରେ ପ୍ରତି ମାସର ପ୍ରଥମ ସପ୍ତାହ ମଧ୍ୟରେ ସବୁ କର୍ମଚାରୀ ଙ୍କ ଦରମା ନିଶ୍ଚିତ କରିବା ଏବଂ ସରକାରୀ କର୍ମଚାରୀଙ୍କ ଭଳି ସଚେତନ ଛୁଟି ନେବାର ବ୍ୟବସ୍ଥା କରିବା ଭଳି
ବିଭିନ୍ନ ଦାବୀ ନେଇ ସ୍ଥାନୀୟ ଶ୍ରମ କମିଶନ ଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ କରାଯାଇଥିଲା।

Body:ବାଇଟ୍-ପ୍ରତାପ ଚନ୍ଦ୍ର ପ୍ରଧାନ(ରାଜ୍ୟ ସାଧାରଣ ସ°ପାଦକ)
ବାଇଟ୍-ବିଜୟ ଲକ୍ଷ୍ମୀ ସାହୁ(କର୍ମଚାରୀ, ଆଦର୍ଶ ବିଦ୍ୟାଳୟ)

Conclusion:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.