ETV Bharat / city

ଯୁବକଙ୍କୁ କ୍ରିକେଟ ବ୍ୟାଟରେ ସଂଘବଦ୍ଧ ଆକ୍ରମଣ, ସିସିଟିଭିରେ କଏଦ ହେଲା ଦୃଶ୍ୟ - mass attack to man in barahmpur

ବ୍ରହ୍ମପୁରରେ ଜଣେ ଯୁବକଙ୍କୁ କିଭଳି କ୍ରିକେଟ ବ୍ୟାଟରେ କରାଯାଉଛି ସଙ୍ଘବଦ୍ଧ ଆକ୍ରମଣ, ଦେଖନ୍ତୁ ଭାଇରାଲ ଭିଡିଓ...

ବ୍ରହ୍ମପୁରରେ ଯୁବକଙ୍କୁ କ୍ରିକେଟ ବ୍ୟାଟରେ ଆକ୍ରମଣ, ଭିଡିଓ ଭାଇରାଲ
ବ୍ରହ୍ମପୁରରେ ଯୁବକଙ୍କୁ କ୍ରିକେଟ ବ୍ୟାଟରେ ଆକ୍ରମଣ, ଭିଡିଓ ଭାଇରାଲ
author img

By

Published : Feb 8, 2020, 3:07 AM IST

ବ୍ରହ୍ମପୁର: ସହରରେ ଜଣେ ଯୁବକଙ୍କୁ କ୍ରିକେଟ ବ୍ୟାଟରେ ସଙ୍ଘବଦ୍ଧ ଭାବରେ ଆକ୍ରମଣ କରାଯାଇଛି । ଏହି ଘଟଣାର ସିସିଟିଭି ଭିଡିଓ ଏବେ ଭାଇରାଲ ହୋଇଛି । ଗତ ୨୮ ତାରିଖରେ ଯୁବକଙ୍କ ଉପରକୁ ହୋଇଥିଲା ଆକ୍ରମଣ ।

ବ୍ରହ୍ମପୁରରେ ଯୁବକଙ୍କୁ କ୍ରିକେଟ ବ୍ୟାଟରେ ଆକ୍ରମଣ, ଭିଡିଓ ଭାଇରାଲ

ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ପଣ୍ଡା କଲୋନୀରେ ମୋଟର ସାଇକେଲ ପାର୍କିଂକୁ ନେଇ ହୋଇଥିଲା ଗଣ୍ଡଗୋଳ । ସ୍ଥାନୀୟ ଅଞ୍ଚଳର ଯୁବକ ରାଜା ମିଶ୍ରଙ୍କୁ ଏକ କ୍ରିକେଟ ବ୍ୟାଟରେ ୪ଜଣ ଯୁବକ ମିଳିତ ଭାବରେ ନିସ୍ତୁକ ମାଡ ମାରିଥିଲେ ।ଏହାର ଭିଜୁଆଲ ଭାଇରାଲ ହେବା ସହ ଏହି ଘଟଣାରେ ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଆକ୍ରମଣର ଶିକାର ଯୁବକ ରାଜା ମିଶ୍ର ବି ଗିରଫ ହୋଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ବ୍ରହ୍ମପୁର ସହରରେ ଗତ ୨୮ ତାରିଖରେ ଜଣେ ଯୁବକଙ୍କୁ କିଭଳି କ୍ରିକେଟ ବ୍ୟାଟରେ ସଂଘବଦ୍ଧ ଭାବରେ ଆକ୍ରମଣ କରାଯାଇଥିଲା ତାହାର ସିସିଟିଭି ଭିଡିଓ ଭାଇରାଲ ହୋଇଛି । ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ପଣ୍ଡା କଲୋନୀରେ ମୋଟର ସାଇକେଲ ପାର୍କିଂକୁ ନେଇ ହୋଇଥିବା ଗଣ୍ଡଗୋଳ ରେ ସ୍ଥାନୀୟ ଅଞ୍ଚଳର ଯୁବକ ରାଜା ମିଶ୍ର ଙ୍କୁ ଏକ କ୍ରିକେଟ ବ୍ୟାଟରେ ୪ଜଣ ଯୁବକ ମିଳିତ ଭାବରେ ନିସ୍ତୁକ ଭାବେ ପିଟି ଚାଲିିଥିଲେ । ଯାହାର ଭିଜୁଆଲ ଭାଇରାଲ ହେବା ସହ ଏହି ଘଟଣାରେ ପୋଲିସ8 ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆକ୍ରମଣର ଶିକାର ଯୁବକ ରାଜା ମିଶ୍ରଙ୍କୁ ବି ଗିରଫ କରିଛି ।କେତେ ଭୟଙ୍କର ରହିଥିଲା ଏହି ସଂଘବଦ୍ଧ ଭାବରେ ଆକ୍ରମଣ ତାହା ଭିଜୁଆଲ ରେ ସ୍ପଷ୍ଟ ହୋଇଛି ।

Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.