ETV Bharat / city

ବସ୍ତି ବାସିନ୍ଦାଙ୍କ ପାଇଁ ଶୁଭାରମ୍ଭ ହେଲା ଜାଗା ସମ୍ପର୍କ କାର୍ଯ୍ୟକ୍ରମ - ବ୍ରହ୍ମପୁରରେ ଶୁଭାରମ୍ଭ ହେଲା ଜାଗା ସମ୍ପର୍କ କାର୍ଯ୍ୟକ୍ରମ

ବ୍ରହ୍ମପୁର ମହାନଗର ନିଗମରେ ଶୁଭାରମ୍ଭ ହେଲା ଜାଗା ସମ୍ପର୍କ କାର୍ଯ୍ୟକ୍ରମ । ଉପକୃତ ହେବେ ବସ୍ତିବାସିନ୍ଦା । ଅଧିକ ପଢନ୍ତୁ

ବସ୍ତି ବାସିନ୍ଦାଙ୍କ ପାଇଁ ଶୁଭାରମ୍ଭ ହେଲା ଜାଗା ସମ୍ପର୍କ କାର୍ଯ୍ୟକ୍ରମ

author img

By

Published : Jan 3, 2022, 10:40 PM IST

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମରେ ବସ୍ତିବାସିନ୍ଦାଙ୍କ ପାଇଁ ଶୁଭାରମ୍ଭ ହେଲା ଜାଗା ସମ୍ପର୍କ କାର୍ଯ୍ୟକ୍ରମ । ନୂତନ ବର୍ଷ ଅବସରରେ ନିଗମର ସମସ୍ତ ୱାର୍ଡକୁ ଯାଇ ଏହି ଜାଗା ସମ୍ପର୍କ ମାଧ୍ୟମରେ ବସ୍ତି ବାସିନ୍ଦା ମାନଙ୍କର ସମସ୍ତ ପ୍ରକାର ସୁବିଧା ଓ ଅସୁବିଧା ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମହାନଗର ନିଗମର ଡେପୁଟି କମିଶନର ଅଦୈତ୍ୟ ସ୍ବାଇଁଙ୍କ ସମେତ ନିଗମର କର୍ମଚାରୀମାନେ ଉପସ୍ଥିତ ଥିଲେ ।

ବସ୍ତି ବାସିନ୍ଦାଙ୍କ ପାଇଁ ଶୁଭାରମ୍ଭ ହେଲା ଜାଗା ସମ୍ପର୍କ କାର୍ଯ୍ୟକ୍ରମ

ବସ୍ତି ଅଞ୍ଚଳରେ ପହଞ୍ଚି ମହିଳା ମାନଙ୍କ ସହିତ ବିଭିନ୍ନ ଅତ୍ୟାବଶ୍ୟକୀୟ ସୁବିଧା ଏବଂ କାହାର କେଉଁ ସମସ୍ୟା ରହିଛି ସେ ନେଇ ଆଲୋଚନା କରାଯାଇଛି । ପର୍ଯ୍ୟାୟ କ୍ରମେ ନିଗମର ସମସ୍ତ ୪୦ ଗୋଟି ୱାର୍ଡରେ ସମସ୍ତ ବସ୍ତିବାସିନ୍ଦାଙ୍କୁ ନେଇ ଏଭଳି କାର୍ଯ୍ୟକ୍ରମ ଆୟୋଜିତ କରାଯିବ । ସହରରେ ଶୁଭାରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର କିଭଳି ରୂପରେଖ ରହିବ ସେ ନେଇ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.