ETV Bharat / city

ଆକ୍ସନ ମୋଡରେ ଗଞ୍ଜାମ ଜିଲ୍ଲାପାଳ , ପିପିଇ କିଟ ପିନ୍ଧି ଅନୁଧ୍ୟାନ କଲେ କୋଭିଡ ହସ୍ପିଟାଲ - ganjam collector

ଆକ୍ସନ ମୋଡରେ ଗଞ୍ଜାମ ଜିଲ୍ଲାପାଳ । ପିପିଇ କିଟ ପିନ୍ଧି କୋଭିଡ ହସ୍ପିଟାଲରେ ପହଞ୍ଚି ରୋଗୀଙ୍କୁ ପଚାରିଛନ୍ତି ଭଲମନ୍ଦ । ଅଧିକ ପଢନ୍ତୁ..

ଆକ୍ସନ ମୋଡରେ ଗଞ୍ଜାମ ଜିଲ୍ଲାପାଳ , ପିପିଇ କିଟ ପିନ୍ଧି ଅନୁଧ୍ୟାନ କଲେ କୋଭିଡ ହସ୍ପିଟାଲ

author img

By

Published : Apr 24, 2021, 5:00 PM IST

ବ୍ରହ୍ମପୁର : କିଭଳି ଚାଲିଛି କୋଭିଡ ଚିକିତ୍ସା । ପିପିଇ କିଟ୍ ପିନ୍ଧି ଅଚାନକ କୋଭିଡ ହସ୍ପିଟାଲରେ ପହଞ୍ଚି ଅନୁଧ୍ୟାନ କଲେ ଗଞ୍ଜାମ ଜିଲ୍ଲାପାଳ ।

ଆକ୍ସନ ମୋଡରେ ଗଞ୍ଜାମ ଜିଲ୍ଲାପାଳ , ପିପିଇ କିଟ ପିନ୍ଧି ଅନୁଧ୍ୟାନ କଲେ କୋଭିଡ ହସ୍ପିଟାଲ

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ତାଙ୍କ ଟିମ୍ ଅଚାନକ ପିପିଇ କିଟ୍ ପରିଧାନ କରି ପହଞ୍ଚି ଯାଇଛନ୍ତି କୋଭିଡ ହସ୍ପିଟାଲ ପରିସରରେ । ଗୋଟି ଗୋଟି କରି ରୋଗୀଙ୍କୁ ପଚାରୁଛନ୍ତି ଭଲମନ୍ଦ । ଅକ୍ସିଜେନ୍ ଯୋଗାଣ ବ୍ୟବସ୍ଥା କିପରି ରହିଛି ? କିଭଳି ରକ୍ଷଣାବେକ୍ଷଣା ହେଉଛି । ସେ ନେଇ ଏମ୍.କେ.ସି.ଜି ମେଡିକାଲର ଡେଡିକେଟେଡ୍ କୋଭିଡ ହସ୍ପିଟାଲ ପରିସରରେ ପିପିଇ କିଟ୍ ପରିଧାନ ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ।

ଏମ୍.କେ.ସି.ଜି ମେଡିକାଲରେ ଅକ୍ସିଜେନ୍ ଯୋଗାଣ ବ୍ୟବସ୍ଥା ଠିକ୍ ହେଉନଥିବା ନେଇ ଅଭିଯୋଗ ପରେ ଏଭଳି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ଓ ତାଙ୍କ ଟିମ । ତେବେ ଅନୁଧ୍ୟାନ ପରେ ଜଣାପଡିଛି କି ଏଭଳି ଅବ୍ୟବସ୍ଥା ନେଇ ହୋଇଥିବା ଅଭିଯୋଗର ସତ୍ୟତା ନାହିଁ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରlତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.