ETV Bharat / city

ଗଞ୍ଜାମ ବସ ଟ୍ରାଜେଡି ଘଟଣା, ଡ୍ରାଇଭର ଗିରଫ - ganjam bus tragedy

ବସରେ ୧୧ କେଭି ବିଦ୍ୟୁତ ତାର ଲାଗି ଜୀବନ୍ତ ଦଗ୍ଧ ହେବା ଘଟଣାରେ ସମ୍ପୃକ୍ତ ଗାଡି ଚାଳକକୁ ଗିରଫ କରିଛି ପୋଲିସ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

bus driver arrested
ଗଞ୍ଜାମ ବସ ବିଦ୍ୟୁତ୍ ତାରରେ ଲାଗିବା ଘଟଣା, ବସ ଡ୍ରାଇଭର ଗିରଫ
author img

By

Published : Feb 12, 2020, 9:00 AM IST

Updated : Feb 12, 2020, 9:28 AM IST

ବ୍ରହ୍ମପୁର: ମେଣ୍ଢରାଜପୁର ନିକଟରେ 11 କେଭି ବିଦ୍ୟୁତ୍ ତାର ଲାଗି 11 ଜଣ ଯାତ୍ରୀ ଜୀବନ୍ତ ଘଟଣାରେ ସମ୍ପୃକ୍ତ ବସ ଚାଳକକୁ ଗିରଫ କରିଛି ପୋଲିସ । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଗଞ୍ଜାମ ବସ ଟ୍ରାଜେଡି ଘଟଣା, ଡ୍ରାଇଭର ଗିରଫ

ଗତ ରବିବାର ଘଟିଥିବା ଏହି ଲୋମଟାଙ୍କୁରା ଘଟଣାରେ ସାରା ରାଜ୍ୟରେ ଆଲୋଡନ ଖେଳିଯାଇଥିଲା । ନିର୍ବନ୍ଧ ପାଇଁ ବରପକ୍ଷ ସିଲ୍କ ସିଟି ନାମକ ଏକ ଘରୋଇ ବସରେ ଯାଉଥିବା ବେଳେ ବସଟି 11 କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ 11 ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ ଏବଂ 30ରୁ ଅଧିକ ଆହତ ହୋଇଥିଲା । ଘଟଣାରେ ପରେ ସମ୍ପୃକ୍ତ ବସ ଡ୍ରାଇଭର ଫେରାଇ ହୋଇଯାଇଥିଲେ । ବ୍ରହ୍ମପୁର ପୋଲିସ ନିଜ ଆଡୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ରାଜ୍ୟ ସରକାର ଏହି ଘଟଣାରେ ଚାରି ଜଣ ଯନ୍ତ୍ରୀଙ୍କୁ ନିଳମ୍ବିତ କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Feb 12, 2020, 9:28 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.