ETV Bharat / city

କୃଷିରୁ ମିଶନ ଶକ୍ତି, 5 ହଜାର ଆକାଉଣ୍ଟକୁ ଗଲା ୭୫ କୋଟିର ରଣ - Farming to mission sakti

ଗଞ୍ଜାମ ଜିଲ୍ଲାରେ 5 ହଜାର ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଗଲା ୭୫ କୋଟି ଟଙ୍କାର ରଣ । କୃଷି ଠାରୁ ଆରମ୍ଭ କରି ମିଶନ ଶକ୍ତି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଏହି ରଣ ପ୍ରଦାନ କରାଯାଇଛି । ଅଧିକ ଖବର ପଢନ୍ତୁ...

କୃଷିରୁ ଆରମ୍ଭ କରି ମିଶନ ଶକ୍ତି, 5 ହଜାର ଆକାଉଣ୍ଟକୁ ଗଲା ୭୫ କୋଟିର ରଣ
author img

By

Published : Oct 3, 2019, 11:43 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ 5 ହଜାର ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଗଲା ୭୫ କୋଟି ଟଙ୍କାର ରଣ । କୃଷି ଠାରୁ ଆରମ୍ଭ କରି ମିଶନ ଶକ୍ତି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଏହି ରଣ ପ୍ରଦାନ କରାଯାଇଛି । ଏନେଇ ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

କୃଷିରୁ ଆରମ୍ଭ କରି ମିଶନ ଶକ୍ତି, 5 ହଜାର ଆକାଉଣ୍ଟକୁ ଗଲା ୭୫ କୋଟିର ରଣ

ଖବର ଅନୁଯାୟୀ, ଏହି ନିୟମରେ ମୁଖ୍ୟତଃ ବ୍ୟାଙ୍କ ପକ୍ଷରୁ ପ୍ରତ୍ୟେକ ଗ୍ରାହକଙ୍କ ନିକଟକୁ ଯେପରି ଏହି ସେବା ପହଞ୍ଚିବ ତାହାର ମୂଳ ଲକ୍ଷ୍ୟ ବୋଲି କୁହାଯାଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଆନ୍ଧ୍ର ବ୍ୟାଙ୍କର ସାଧାରଣ ପରିଚାଳକ ବ୍ରହ୍ମାନନ୍ଦ ରେଡ୍ଡି ଉପସ୍ଥିତ ଥିଲେ ।

ଏହାସହ ଏଲ୍.ଡି.ଏମ୍ ଅଶୋକ କୁମାର ପଣ୍ଡା ଏବଂ ବ୍ରହ୍ମପୁରର ଡି.ଜି.ଏମ୍ ଭୁବନେଶ୍ବର ନାୟକ ପ୍ରମୁଖଙ୍କ ସମେତ ବଭିନ୍ନ ବ୍ୟାଙ୍କର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗତ କିଛି ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ୟାଙ୍କରେ ରହିଥିବା ପ୍ରାୟ ପାଞ୍ଚ ହଜାର ବ୍ୟାଙ୍କ ଏକାଉଣ୍ଟ କୁ ପ୍ରଦାନ କରାଯାଇଛି ୭୫ କୋଟି ଟଙ୍କାର ରଣ ।କୃଷି ଠାରୁ ଆରମ୍ଭ କରି ମିଶନ ଶକ୍ତି ପର୍ଯ୍ୟନ୍ତ ଏବଂ ବିଭିନ୍ନ କ୍ଷେତ୍ରରେ ଏହି ରଣ ପ୍ରଦାନ କରାଯାଇଥିବା ନେଇ ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଛି । ମୁଖ୍ୟତଃ ବ୍ୟାଙ୍କ ପକ୍ଷରୁ ପ୍ରତେକ ଗ୍ରାହକ ଙ୍କ ନିକଟକୁ ଯେପରି ଏହି ସେବା ପହଞ୍ଚିବ ତାହାର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଥିବା ବେଳେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ , ଆନ୍ଦ୍ର ବ୍ୟାଙ୍କର ସାଧାରଣ ପରିଚାଳକ ବ୍ରହ୍ମାନନ୍ଦ ରେଡି , ଏଲ୍.ଡି.ଏମ୍ ଅଶୋକ କୁମାର ପଣ୍ଡା ଏବଂ ବ୍ରହ୍ମପୁର ର ଡି.ଜି.ଏମ୍ ଭୁବନେଶ୍ୱର ନାୟକ ପ୍ରମୁଖ ଙ୍କ ସମେତ ବଭିନ୍ନ ବ୍ୟାଙ୍କର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।
Body:ବାଇଟ୍- ଭୁବନେଶ୍ୱର ନାୟକ(ଡି.ଜି.ଏମ୍ , ବ୍ରହ୍ମପୁର)
ବାଇଟ୍-ଅଶୋକ କୁମାର ପଣ୍ଡା(ଏଲ୍.ଡି.ଏମ୍)
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:ଭିଜୁଆଲ ମୋଜୋରେ ଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.