ETV Bharat / city

ସିଏଏ ସମର୍ଥନରେ ବ୍ରହ୍ମପୁରରେ ବିଶାଳ ପଦଯାତ୍ରା, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ - ପରିବେଶ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ

ବ୍ରହ୍ମପୁରରେ ଭାରତୀୟ ଜନତା ପାର୍ଟି(ବିଜେପି) ପକ୍ଷରୁ ସିଏଏ ସମର୍ଥନରେ ଏକ ବିଶାଳ ସଚେତନତା ପଦଯାତ୍ରା ଆୟୋଜିତ ହୋଇଯାଇଛି। ଏହି ପଦଯାତ୍ରାରେ ବଲିଉଡର ଲୋକପ୍ରିୟ ଗାୟକ ତଥା କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଏବଂ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ। ଅଧିକ ପଢନ୍ତୁ..

caa-support-rally-on-berhmpur
caa-support-rally-on-berhmpur
author img

By

Published : Jan 10, 2020, 6:03 PM IST

ବ୍ରହ୍ମପୁର: ନାଗରିକତା ସଂଶୋଧନ ଆଇନ (CAA) କୁ ସମର୍ଥନ କରି ବ୍ରହ୍ମପୁରରେ ଭାରତୀୟ ଜନତା ପାର୍ଟି(ବିଜେପି) ପକ୍ଷରୁ ଏକ ବିଶାଳ ସଚେତନତା ପଦଯାତ୍ରା ଆୟୋଜିତ ହୋଇଯାଇଛି। ରେଶମ ନଗରୀର କମାପଲ୍ଲୀ ଛକରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ ବଲିଉଡର ଲୋକପ୍ରିୟ ଗାୟକ ତଥା କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଏବଂ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଉପସ୍ଥିତ ଥିଲେ।

ପରେ ଏହି ଶୋଭାଯାତ୍ରା ସହରର ଟାଟାବେଞ୍ଜ ଛକ, ସୁବାରାଓ ଛକ, ଖଲିକୋଟ କଲେଜ, ହନୁମାନ ବଜାର ଛକ, ସିଟି ହାଇସ୍କୁଲ ରୋଡ ଦେଇ ରାମଲିଙ୍ଗମ ଟ୍ୟାଙ୍କ ରୋଡ ଠାରେ ପହଞ୍ଚିବା ପରେ ଆୟୋଜିତ ହୋଇଥିଲା ଏକ ସାଧାରଣ ସଭା। ଯେଉଁଥିରେ ଏହି ଦୁଇ ନେତାଙ୍କ ସମେତ ଦଳର ରାଜ୍ୟଶାଖା ସାଧାରଣ ସମ୍ପାଦକ ତଥା ବ୍ରହ୍ମପୁର ଲୋକସଭା ଆସନର ସାଂସଦ ପ୍ରାର୍ଥୀ ଭୃଗୁବକ୍ସି ପାତ୍ର, ଜିଲ୍ଲା ବିଜେପି ସଭାପତି ବିଭୂତି ଜେନା, ପୂର୍ବତନ ଜିଲ୍ଲା ବିଜେପି ସଭାପତି କାହ୍ନୁ ଚ଼ରଣ ପତିଙ୍କ ସମେତ ଦଳର ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ।

ସିଏଏ ସମର୍ଥନରେ ବ୍ରହ୍ମପୁରରେ ବିଶାଳ ପଦଯାତ୍ରା

ସରକାରଙ୍କ ଏହି ସିଏଏ ବିଲ କୈଣସି ନାଗରିକର ଅଧିକାରକୁ କ୍ଷୁର୍ଣ୍ଣ ନୁହେଁ ବରଂ ଦୀର୍ଘ ବର୍ଷ ଧରି କରାଯାଇ ଆସୁଥିବା ଦାବିକୁ ଗୁରୁତ୍ବ ଦିଆଯିବ। ଶରଣାର୍ଥୀଙ୍କୁ ନାଗରିକତା ଦିଆଯିବ କାହାର ନାଗରିକତା ନିଆଯିବ ନାହିଁ ବୋଲି ଏହି ପଦଯାତ୍ରାରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ କହିଛନ୍ତି। ଯେଉଁ ରାଜନୈତିକ ଦଳ ଏହାକୁ ବିନା କାରଣରେ ବିରୋଧ କରିବା ସହ ନିନ୍ଦା କରୁଛନ୍ତି। ବ୍ରହ୍ମପୁରରେ ସିଏଏ ସମର୍ଥନ ଆୟୋଜିତ ଶୋଭାଯାତ୍ରା ସେମାନଙ୍କ ମିଥ୍ୟା ପ୍ରଚାର ବିଷୟରେ ସୂଚାଉଥିବା କହିଛନ୍ତି ଉପସ୍ଥିତ ଦଳୀୟ ନେତୃବୃନ୍ଦ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ନାଗରିକତା ସଂଶୋଧନ ଆଇନ (CAA) କୁ ସମର୍ଥନ କରି ବ୍ରହ୍ମପୁରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ ସଚେତନ ପଦଯାତ୍ରା ଆୟୋଜିତ ହୋଇଯାଇଛି । ସହରର କମାପଲ୍ଲୀ ଛକ ଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ ବଲିଉଡର ସ୍ୱନାମଧନ୍ୟ ଗାୟକ ତଥା କେନ୍ଦ୍ର ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ଏବଂ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଉପସ୍ଥିତ ରହିଥିଲେ ।ପରେ ଏହି ଶୋଭାଯାତ୍ରା ସହରର ଟାଟାବେଞ୍ଜ ଛକ,ସୁବାରାଓ ଛକ,ଖଲିକୋଟ କଲେଜ,ପୁରୁଣା ବସଷ୍ଟାଣ୍ଡ,ଅନ୍ନପୁର୍ଣା ମାର୍କେଟ,ଗିରିଜା ଛକ,ବିଜୟା ଟକିଜ୍ ଛକ,ଗିରି ମାର୍କେଟ,ହନୁମାନ ବଜାର ଛକ,ସିଟି ହାଇସ୍କୁଲ ରୋଡ ଦେଇ ରାମଲିଙ୍ଗମ ଟ୍ୟାଙ୍କ ରୋଡ ଠାରେ ପହଞ୍ଚିବା ପରେ ଆୟୋଜିତ ହୋଇଥିଲା ଏକ ସାଧାରଣ ସଭା ।ଯେଉଁଥିରେ ଦୁଇ ନେତା ଙ୍କ ସମେତ ଦଳର ରାଜ୍ୟ ସାଧାରଣ ସଂପାଦକ ଭୂଗୁବକ୍ସି ପାତ୍ର ,ଜିଲ୍ଲା ବିଜେପି ସଭାପତି ବିଭୂତି ଜେନା ,ପୂର୍ବତନ ଜିଲ୍ଲା ବିଜେପି ସଭାପତି କାହ୍ନୁ ଚ଼ରଣ ପତି ଙ୍କ ସମେତ ଦଳର ବହୁ ନେତୃବୃନ୍ଦ ଉପସ୍ଥିତ ରହି ସରକାର ଙ୍କ ଏହି ସିଏଏ ବିଲ କୈଣସି ନାଗରିକ ର କୈଣସି ଅଧିକାର କୁ କ୍ଷୁର୍ଣ୍ଣ ନୁହେଁ ବରଂ ଦୀର୍ଘ ବର୍ଷ ଧରି କରାଯାଇ ଆସୁଥିବା ଦାବୀକୁ ଗୁରୁତ୍ବ ଦିଆଯାଇଥିବା ବେଳେ ଅନ୍ୟ ଯେଉଁ ରାଜନୈତିକ ଦଳ ଏହାକୁ ବିନା କାରଣରେ ବିରୋଦ୍ଧ କରିବାକୁ ନିନ୍ଦା କରୁଛନ୍ତି ସେମାନଙ୍କ ପାଇଁ ବ୍ରହ୍ମପୁର ଭଳି ସିଏଏ ସମର୍ଥନ ଶୋଭାଯାତ୍ରା ସେମାନଙ୍କ ମିଥ୍ୟା ପ୍ରଚାର ସୂଚାଉଥିବା କହିଛନ୍ତି ଉପସ୍ଥିତ ନେତୃବୃନ୍ଦ।
ବାଇଟ୍- ବାବୁଲ ସୁପ୍ରିୟୋ(କେନ୍ଦ୍ର ଜଙ୍ଗଲ,ପରିବେଶ ଓ ଜଳବାୟୁ ମନ୍ତ୍ରୀ)Body:ବ୍ରହ୍ମପୁରରୁ ସମୀର ଆଚାଯ୍ୟ ଇଟିଭି ଭାରତConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.