ETV Bharat / city

ନାଇଟ କର୍ଫ୍ୟୁ ପୂର୍ବରୁ ବ୍ରହ୍ମପୁରରେ ପୋଲିସର ମିଳିତ ପାଟ୍ରୋଲିଂ - ନାଇଟ କଫ୍ୟୁ ପୂର୍ବରୁ ପାଟ୍ରୋଲିଙ୍ଗ

ଶନିବାର ଠାରୁ ବ୍ରହ୍ମପୁର ସହରରେ ହେବାକୁ ଥିବା ଏହି ନାଇଟ୍ କଫ୍ୟୁ ପୂର୍ବରୁ ବ୍ରହ୍ମପୁର ସହରରେ ପୋଲିସ ପକ୍ଷରୁ ମିଳିତ ପାଟ୍ରୋଲିଙ୍ଗ୍ ମାଧ୍ୟମରେ ସଚେତନତା ଆରମ୍ଭ କରାଯାଇଛି । ଅଧିକ ପଢନ୍ତୁ...

ନାଇଟ କଫ୍ୟୁ ପୂର୍ବରୁ ବ୍ରହ୍ମପୁରରେ ପୋଲିସର ମିଳିତ ପାଟ୍ରୋଲିଙ୍ଗ

author img

By

Published : Apr 16, 2021, 10:56 PM IST

ବ୍ରହ୍ମପୁର : କୋରୋନାର ଦ୍ବିତୀୟ ଲହର ସଂକ୍ରମଣକୁ ନେଇ ସାରା ରାଜ୍ୟରେ ନାଇଟ କଫ୍ୟୁ କରାଯିବାକୁ ସରକାର ସ୍ଥିର କରିଛନ୍ତି । ହେଲେ ଆସନ୍ତାକାଲି ଠାରୁ ବ୍ରହ୍ମପୁର ସହରରେ ହେବାକୁ ଥିବା ଏହି ନାଇଟ୍ କଫ୍ୟୁ ପୂର୍ବରୁ ବ୍ରହ୍ମପୁର ସହରରେ ପୋଲିସ ପକ୍ଷରୁ ମିଳିତ ପାଟ୍ରୋଲିଙ୍ଗ୍ ମାଧ୍ୟମରେ ସଚେତନତା ଆରମ୍ଭ କରାଯାଇଛି ।

ନାଇଟ କଫ୍ୟୁ ପୂର୍ବରୁ ବ୍ରହ୍ମପୁରରେ ପୋଲିସର ମିଳିତ ପାଟ୍ରୋଲିଙ୍ଗ

ବ୍ରହ୍ମପୁର ପୋଲିସର ବିଭିନ୍ନ ଥାନାର ଅଧିକାରୀଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପୋଲିସ ଅଧିକାରୀ ମାନେ ପୋଲିସ ଗାଡିରେ ସାଇରନ୍ ବଜାର ସହରର ପ୍ରମୁଖ ଛକ, ବଜାରରେ ଏହି ସଚେତନତା କରାଯିବା ସହିତ ଆସନ୍ତାକାଲି ଠାରୁ ରାତ୍ର ୯ ଘଣ୍ଟା ଠାରୁ ସକାଳ ୫ ଟା ପର୍ଯ୍ଯନ୍ତ ଏହି ବ୍ୟବସ୍ଥା ଜାରି ରହିବ ବୋଲି ମହାନଗର ନିଗମ ପକ୍ଷରୁ ଟୁଇଟ୍ ମାଧ୍ୟମରେ ଅବଗତ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.