ETV Bharat / city

8ଦଫା ଦାବି ନେଇ ଭବିଷ୍ୟନିଧି କର୍ମଚାରୀ ୟୁନିଅନର ବିକ୍ଷୋଭ - Bhabisyanidhi employees

ଇପିଏଫ୍ କାର୍ଯ୍ୟାଳୟ ସମ୍ମୁଖରେ ଭବିଷ୍ୟନିଧି କର୍ମଚାରୀ ୟୁନିଅନର ବିକ୍ଷୋଭ ପ୍ରଦର୍ଶନ । ଆଠ ଦଫା ଦାବି ନେଇ ତାତିଲା ଭବିଷ୍ୟନିଧି କର୍ମଚାରୀ ୟୁନିଅନ୍ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Aug 28, 2019, 11:56 PM IST

ବ୍ରହ୍ମପୁର: ଆଠ ଦଫା ଦାବି ନେଇ ତାତିଲା ଭବିଷ୍ୟନିଧି କର୍ମଚାରୀ ୟୁନିଅନ୍ । ଏନେଇ ବ୍ରହ୍ମପୁର ଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ଇପିଏଫ୍ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀମାନେ ପ୍ଲାକାର୍ଡ ଧରି ବିକ୍ଷୋଭ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଗ୍ରୁଫ୍ ସି ଏବଂ ଡି କର୍ମଚାରୀଙ୍କ କ୍ୟାଡର ପୁନଃଗଠନରେ ସାମିଲ କରିବା ସହ ଏମାନଙ୍କ ପଦୋନ୍ନତି କରିବା, ଖାଲି ପଡିଥିବା ପଦବୀକୁ ପୂରଣ କରିବା, ମୃତ କର୍ମଚାରୀଙ୍କ ପରିବାର ମଧ୍ୟରୁ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବା ଭଳି ଦାବିକୁ ତୁରନ୍ତ ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।

ଦୀର୍ଘଦିନ ଧରି କେନ୍ଦ୍ରୀୟ ଭବିଷ୍ୟନିଧି ଆୟୁକ୍ତଙ୍କ ନିକଟରେ ଏଭଳି ଦାବି କରାଯାଇ ଆସୁଥିଲେ ମଧ୍ୟ କର୍ତ୍ତୁପକ୍ଷ ସେମାନଙ୍କ ଦାବିକୁ ଗୁରୁତ୍ବ ଦେଉନଥିବା ଅଭିଯୋଗ କରିଛନନ୍ତି । ତେଣୁ ଏନେଇ ଭବିଷ୍ୟନିଧି କର୍ମଚାରୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଆଠ ଦଫା ଦାବି ନେଇ କର୍ମଚାରୀ ଭବିଷ୍ୟନିଧି କର୍ମଚାରୀ ୟୁନିଅନ୍ ପକ୍ଷରୁ ବ୍ରହ୍ମପୁର ଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି ।କାର୍ଯ୍ୟାଳୟ ସମୁଖରେ କର୍ମଚାରୀ ମାନେ ପ୍ଲାକ୍ରଡ ଧରି ବିକ୍ଷୋଭ କରି ଗ୍ରୁଫ୍ ସି ଏବଂ ସି ଓ ଡି କର୍ମଚାରୀ ମାନଙ୍କ କ୍ୟାଡର ପୁନଃଗଠନ ରେ ସାମିଲ କରିବା ସହ ଏମାନଙ୍କ ପଦୋନ୍ନତି କରିବା , ଖାଲି ପଡିଥିବା ପଦବୀ କୁ ପୂରଣ କରିବା , ମୃତ କର୍ମଚାରୀ ଙ୍କ ପରିବାର ମଧ୍ୟରୁ ଯୋଗ୍ୟ ପ୍ରାର୍ଥୀ ଙ୍କୁ ନିଯୁକ୍ତି ଦେବା ଭଳି ଦାବୀ କୁ ତୁରନ୍ତ ସରକାର ଦୃଷ୍ଟି ଦେବାକୁ ଦାବୀ କରାଯାଇଛି । ଦୀର୍ଘଦିନ ଧରି କେନ୍ଦ୍ରୀୟ ଭବିଷ୍ୟନିଧି ଆୟୁକ୍ତଙ୍କ ନିକଟରେ ଏଭଳି ଦାବୀ କରାଯାଇ ଆସୁଥିଲେ ମଧ୍ୟ କର୍ତ୍ତୁପକ୍ଷ ସେମାନଙ୍କ ଦାବୀ କୁ ଗୁରୁତ୍ୱ ଦେଉନଥିବା ନେଇ ଏହି ଅବସରରେ କ୍ଷୋଭ ପ୍ରକାଶ ପାଇଥିଲା ।
Body:ବାଇଟ୍-ବିକ୍ରମ କେଶରୀ ସାମନ୍ତରାୟ (ସାଧାରଣ ସମ୍ପାଦକ,ବ୍ରହ୍ମପୁର)
ବାଇଟ୍-ହରିଶ୍ଚନ୍ଦ୍ର ପାଣିଗ୍ରାହୀ(ସଦସ୍ୟ-ବ୍ରହ୍ମପୁର କର୍ମଚାରୀ ୟୁନିଅନ୍)
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.