ETV Bharat / city

ବିପର୍ଯ୍ୟୟ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବ୍ରହ୍ମପୁରର ସ୍ବୟଂ ସିଦ୍ଧା ବାହିନୀ - ବିପର୍ଯ୍ୟୟ ମୁକାବିଲା

ବିପର୍ଯ୍ୟୟ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଗଞ୍ଜାମ ଜିଲ୍ଲା । ବିଭିନ୍ନ ସମୟରେ ବାତ୍ୟାଠାରୁ ଆରମ୍ଭ କରି ବନ୍ୟା ଭଳି ବିପର୍ଯ୍ୟୟ ସମୟରେ କୌଣସି ଜୀବନ ନଯିବା ଲକ୍ଷ୍ୟ ରଖି ମୁକାବିଲା କରିଛି ଗଞ୍ଜାମ ଜିଲ୍ଲା ।

ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ସ୍ବୟଂ ସିଦ୍ଧା ବାହିନୀ
author img

By

Published : Oct 29, 2019, 12:14 PM IST

ବ୍ରହ୍ମପୁର: ବିପର୍ଯ୍ୟୟ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଗଞ୍ଜାମ ଜିଲ୍ଲା । ବିଭିନ୍ନ ସମୟରେ ବାତ୍ୟାଠାରୁ ଆରମ୍ଭ କରି ବନ୍ୟା ଭଳି ବିପର୍ଯ୍ୟୟ ସମୟରେ ଜିରୋ କାଜୁଆଲିଟି ଲକ୍ଷ୍ୟ ରଖି ମୁକିବିଲା କରିଛି ଗଞ୍ଜାମ ଜିଲ୍ଲା । ତେବେ କୌଣସି ବିପର୍ଯ୍ୟୟ ଆସିଲେ ଗଞ୍ଜାମ ଜିଲ୍ଲା କେତେ ପ୍ରସ୍ତୁତ ସେନେଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ସ୍ବୟଂ ସିଦ୍ଧା ଟିମର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।

ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ସ୍ବୟଂ ସିଦ୍ଧା ବାହିନୀ

ଗଞ୍ଜାମ ଜିଲ୍ଲା ବିପର୍ଯ୍ୟୟ ମୁକାବିଲା କୌଶଳ ଏହାକୁ ଦେଶ ତଥା ବିଦେଶରେ ଖ୍ୟାତି ଦେଇଥିବା ବେଳେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ମହିଳା ସ୍ବୟଂ ସହାୟକ ସଙ୍ଘର ସଦସ୍ୟଙ୍କୁ ନେଇ ଗଠନ କରାଯାଇଛି ସ୍ବୟଂ ସିଦ୍ଧା ।

ଏହି ଟିମ୍ ବିପର୍ଯ୍ୟୟଠାରୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ନିଜକୁ ପ୍ରସ୍ତୁତ ରଖିଥିବା ବେଳେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ଏହି ସ୍ବୟଂ ସିଦ୍ଧା ବାହିନୀ ନିଜକୁ କେତେ ପ୍ରସ୍ତୁତ ତାହାକୁ ପ୍ରଦର୍ଶିତ କରିଛନ୍ତି । ଏପରିକି ଜିଲ୍ଲାର ଓଡ୍ରାଫଠାରୁ ଆରମ୍ଭ କରି ଅଗ୍ନିଶମ ବିଭାଗ, ପୋଲିସ ଓ ସ୍ବେଚ୍ଛାସେବୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ଗଞ୍ଜାମ ଜିଲ୍ଲା ସ°ପୂର୍ଣ୍ଣ ପ୍ରସ୍ତୁତ ।ବିଭିନ୍ନ ସମୟରେ ବାତ୍ୟା ଠାରୁ ଆରମ୍ଭ କରି ବନ୍ୟା ଭଳି ବିପର୍ଯ୍ୟୟ ସମୟରେ ଗଞ୍ଜାମ ଜିଲ୍ଲା ଜିରୋ କାଜୁଅଲ୍ଟି ଲକ୍ଷ୍ୟ ରଖି ଦେଶ ତଥା ବିଦେଶରେ ଅନେକ ସଫଳତା ପାଇଥିବା ବେଳେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ମହିଳା ସ୍ବୟଂ ସହାୟକ ସ°ଙ୍ଘର ସଦସ୍ୟ ଙ୍କୁ ନେଇ ଗଠନ କରାଯାଇଛି ସ୍ବୟଂ ସିଦ୍ଧା ।ଏହି ଟିମ୍ ବିପର୍ଯ୍ୟୟ ଠାରୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ନିଜକୁ ପ୍ରସ୍ତୁତ ରଖିଥିବା ବେଳେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ଏହି ସ୍ବୟଂସିଦ୍ଧା ବାହୀନି ନିଜକୁ କେତେ ପ୍ରସ୍ତୁତ ତାହାକୁ ପ୍ରଦର୍ଶିତ କରିଛନ୍ତି ।ଏପରିକି ଜିଲ୍ଲାର ଓଡରାଫ ଠାରୁ ଆରମ୍ଭ କରି ଅଗ୍ନିଶମ ,ପୋଲିସ, ସ୍ବେଚ୍ଛାସେବୀ ସ°ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ।କୈଣସି ବିପର୍ଯ୍ୟୟ ଆସିଲେ ଗଞ୍ଜାମ ଜିଲ୍ଲା କେତେ ପ୍ରସ୍ତୁତ ସେ ନେଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବ° ସ୍ବୟଂ ସିଦ୍ଧା ଟିମ୍ ର କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ...

Body:walk through
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଈଟିଭି ଭାରତ..

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.