ETV Bharat / city

ଶିକାରୀ ଜାଲରେ ପଡିଲା ଭାଲୁ, ଉଦ୍ଧାର କଲେ ବନକର୍ମଚାରୀ - barahmpur forest division

ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ କୁକୁଡାଖଣ୍ଡି ବ୍ଲକ ଅନନ୍ତାଇ ଗ୍ରାମ ପଛ ପାହାଡ ନିକଟରେ ଜେଣେ ଶିକାରୀ ପକାଇଥିବା ଫାଶରେ ପଡିଥିଲା ଭାଲୁ । ଉଦ୍ଧାରକଲେ ବନ ବିଭାଗ କର୍ମଚାରୀ । ଅଧିକ ପଢନ୍ତୁ...

ଶିକାରୀ ଜାଲରେ ପଡିଲା ଭାଲୁ
ଶିକାରୀ ଜାଲରେ ପଡିଲା ଭାଲୁ
author img

By

Published : May 23, 2020, 10:00 AM IST

ବ୍ରହ୍ମପୁର: ଶିକାର କରିବା ପାଇଁ ପକାଇଥିବା ଜାଲରେ ପଡିଲା ଭାଲୁ । ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ କୁକୁଡାଖଣ୍ଡି ବ୍ଲକ ଅନନ୍ତାଇ ଗ୍ରାମ ପଛ ପାହାଡ ନିକଟରେ ଜଣେ ଶିକାରୀ ପକାଇଥିବା ଫାଶରେ ଏକ ଭାଲୁ ପଡିଯାଇଥିବା ଦେଖାଯାଇଛି ।

ଶିକାରୀ ଜାଲରେ ପଡିଲା ଭାଲୁ

ଏହି ଘଟଣା ଜଣାପଡିବା ପରେ ଗ୍ରାମବାସୀମାନେ ଶିକାରୀ ଫାଶରୁ ଭାଲୁକୁ ଉଦ୍ଧାର କରିବା ପାଇଁ ବନବିଭାଗ ସହ ଯୋଗାଯୋଗ କରିଥିଲେ । ପରେ ବ୍ରହ୍ମପୁର ରେଞ୍ଜର ରାଜା ରାଓ ସୁବୁଦ୍ଧିଙ୍କ ନିର୍ଦ୍ଧେଶ କ୍ରମେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଭାଲୁକୁ ସୁରକ୍ଷିତ ଭାବେ ଫାଶରୁ ଉଦ୍ଧାର କରି ଜଙ୍ଗଲରେ ଛାଡିଦେଇଛନ୍ତି l

ଏହି ଉଦ୍ଧାର କାର୍ଯ୍ୟରେ ଫରେଷ୍ଟର ରାଜୀବ ଲୋଚନ ପାତ୍ର, ପାରା କର୍ମଚାରୀ ଦେବାଶିଷ ତ୍ରିପାଠୀ, ଶ୍ରୀକାନ୍ତ ପଢ଼ିଆରୀ, ସୁନୀଲ ଦାସ, ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର ପ୍ରମୁଖ ସହାୟତା କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.