ETV Bharat / city

Vote Counting: ଭୋଟଗଣତି ପାଇଁ ବ୍ରହ୍ମପୁର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

author img

By

Published : Mar 25, 2022, 10:58 PM IST

ମହାନଗର ନିଗମ ନିର୍ବାଚନ ପରେ ଆସନ୍ତାକାଲି ହେବ ଭୋଟଗଣତି । ମେୟର ଓ କର୍ପୋରେଟର ପଦବୀ ପାଇଁ ହୋଇଥିବା ମତଦାନର ଗଣତି ହେବ । ଅଧିକ ପଢ଼ନ୍ତୁ

Vote Counting: ଭୋଟଗଣତି ପାଇଁ ବ୍ରହ୍ମପୁର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
Vote Counting: ଭୋଟଗଣତି ପାଇଁ ବ୍ରହ୍ମପୁର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ବ୍ରହ୍ମପୁର: ମହାନଗର ନିଗମ ନିର୍ବାଚନ ପରେ ଆସନ୍ତାକାଲି(ଶନିବାର) ହେବ ଭୋଟଗଣତି । ମେୟର ଓ କର୍ପୋରେଟର ପଦବୀ ପାଇଁ ହୋଇଥିବା ମତଦାନର ଗଣତି ହେବ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସକାଳ ୭ଟାରୁ ଭୋଟ ଗଣତି ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ସହରର ସମସ୍ତ ୱାର୍ଡର ଭୋଟ ଗଣତି କେନ୍ଦ୍ରରେ ୧୦ଟି ଲେଖାଏଁ ଟେବୁଲ ବ୍ୟବସ୍ଥା କରାଯାଇଛି ।

ଏହି ସବୁ ଟେବୁଲରେ ଉଭୟ କର୍ପୋରେଟର ଓ ମେୟର ପାଇଁ ଇଭିଏମ୍ ଦ୍ବାରା ପ୍ରଥମେ ଗଣତି ହେବ । ସହରର ୧୦ ଲେଖାଏଁ ୱାର୍ଡକୁ ନେଇ ପ୍ରଥମ ଗଣତି କରାଯିବ । ସେହିପରି କର୍ପୋରେଟର ଇଭିଏମ୍ ଗଣତି ସମୟରେ ମେୟର ଭୋଟ ମଧ୍ୟ ଗଣତି କରାଯିବ । ବ୍ରହ୍ମପୁର ସହରର ମୋଟ ୨୫୦ ଗୋଟି ବୁଥରେ ହୋଇଥିଲା ପୌର ନିର୍ବାଚନ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.