ETV Bharat / city

‘ସ୍ବଚ୍ଛତା ହିଁ ସେବା' ଜରିଆରେ ପ୍ଲାଷ୍ଟିକ ଉପରେ କଟକଣା - ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଆୟୋଜିତ

ରାଜ୍ୟ ସରକାରଙ୍କ ପକ୍ଷରୁ ଅକ୍ଟୋବର 2ରୁ ସାରା ରାଜ୍ୟରେ ଥରେ ବ୍ୟବହାରକାରୀ ପ୍ଲାଷ୍ଟିକ ଉପରେ କଟକଣା ଲଗାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Oct 3, 2019, 5:44 AM IST

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ପକ୍ଷରୁ ଅକ୍ଟୋବର 2ରୁ ସାରା ରାଜ୍ୟରେ ଥରେ ବ୍ୟବହାରକାରୀ ପ୍ଲାଷ୍ଟିକ ଉପରେ କଟକଣା ଲଗାଯାଇଛି । ପବିତ୍ର ଗାନ୍ଧୀଜୟନ୍ତୀ ଅବସରରେ ବ୍ରହ୍ମପୁର ମହାନଗର ନିଗମ ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଆୟୋଜିତ ହୋଇଥିବା ‘ସ୍ବଚ୍ଛତା ହିଁ ସେବା' ନାମକ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଛି ।

ସହରରେ ପ୍ଲାଷ୍ଟିକ ବ୍ୟବହାରକୁ ନେଇ ବ୍ୟାପକ ସଚେତନତା ସହ ବ୍ୟବହାର କରୁଥିବା ବ୍ୟବସାୟୀ ମାନେ ଯେପରି ଏଥିରୁ ନୃବୃତ୍ତ ରହିବେ ସେନେଇ ଆହ୍ବାନ କରାଯାଇଥିଲା । ଏହି ଅବସରରେ ସହରର ଷ୍ଟାଡିୟମ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ,ସ୍ଥାନୀୟ ବିଧାୟକ ବିକ୍ରମ କୁମାର ପଣ୍ଡା , ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ , ମହାନଗର ନିଗମ କମିଶନର ଚକ୍ରୱତି ସିଂ ରାଠୋର ସମେତ ମହାନଗର ନିଗମର ଅଧିକାରୀ ଉପସ୍ଥିତ ରହିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଏନେଇ ସହରରେ ସଚେତନତା କରି ଆସୁଥିବା ଅନୁଷ୍ଠାନ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସହରରେ ଏହି ଅବସରରେ ବହୁ ପରିମାଣରେ ବୃକ୍ଷରୋପଣ କରିବାକୁ ଆହ୍ବାନ ଦିଆଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଜାତୀୟ ସମରଶିକ୍ଷାର୍ଥୀ ବାହିନୀର କ୍ୟାଡେଟଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

Intro:ପବିତ୍ର ଗାନ୍ଧୀଜୟନ୍ତୀ ଅବସରରେ ବ୍ରହ୍ମପୁର ମହାନଗର ନିଗମ ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଆୟୋଜିତ ହୋଇଯାଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ରାଜ୍ୟ ସରକାର ଙ୍କ ପକ୍ଷରୁ ସାରା ରାଜ୍ୟରେ ସିଙ୍ଗଲ୍ ୟୁଜର୍ର ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଜାରି କରାଯାଇତିବା ବେଳେ ସହରରେ ଏହାକୁ ନେଇ ବ୍ୟାପକ ସଚେତନତା ସହ ବ୍ୟବହାର କରୁଥିବା ବ୍ୟବସାୟୀ ମାନେ ଏଥିରେ ଯେପରି ନୃବୃତ୍ତ ହେବେ ସେ ନେଇ ଆହ୍ୱାନ କରାଯାଇଥିଲା । ଏହି ଅବସରରେ ସହରର ଷ୍ଟାଡିୟମ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ,ସ୍ଥାନୀୟ ବିଧାୟକ ବିକ୍ରମ କୁମାର ପଣ୍ଡା , ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ , ମହାନଗର ନିଗମ କମିଶନର ଚକ୍ରୱତି ସିଂ ରାଠୋର ସମେତ ମହାନଗର ନିଗମର ଅଧିକାରୀ ଉପସ୍ଥିତ ରହି ସହରରେ ଏ ନେଇ ସଚେତନତା କରି ଆସୁଥିବା ଅନୁଷ୍ଠାନ ମାନଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିବା ବେଳେ ସହରରେ ଏହି ଅବସରରେ ବହୁ ପରିମାଣରେ ବୃକ୍ଷରୋପଣ କରିବାକୁ ଆହ୍ୱାନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଜାତୀୟ ସମରଶିକ୍ଷାର୍ଥୀ ବାହିନୀ ର କ୍ୟାଡେଟ୍ ଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

Body:ବାଇଟ୍- ବିଜୟ ଅମୃତ କୁଲାଙ୍ଗେ(ଜିଲ୍ଲାପାଳ- ଗଞ୍ଜାମ)
ବାଇଟ୍-ବିଦ୍ୟାର୍ଥୀ,ବ୍ରହ୍ମପୁର
ବାଇଟ୍- ଚକ୍ରୱତି ସିଂ ରାଠୋର(କମିଶନର-ବ୍ରହ୍ମପୁର ମହାନଗର ନିଗମ)Conclusion:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.