ETV Bharat / city

୧୦ ଫୁଟର ଅହିରାଜ ଉଦ୍ଧାର - snake rescue

ପାତ୍ରପୁର ବ୍ଲକ ଅନ୍ତର୍ଗତ ସାପଙ୍ଗ ଗ୍ରାମରେ ୧୦ ଫୁଟର ଅହିରାଜ ସର୍ପକୁ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ ।

୧୦ ଫୁଟର ଅହିରାଜ ଉଦ୍ଧାର
୧୦ ଫୁଟର ଅହିରାଜ ଉଦ୍ଧାର
author img

By

Published : Jan 12, 2021, 5:46 PM IST

Updated : Jan 12, 2021, 7:25 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପାତ୍ରପୁର ଅଞ୍ଚଳରୁ ଏକ ୧୦ ଫୁଟର ଅହିରାଜ ସାପକୁ ଉଦ୍ଧାର । ପାତ୍ରପୁର ବ୍ଲକ ଅନ୍ତର୍ଗତ ସାପଙ୍ଗ ଗ୍ରାମରେ ୧୦ ଫୁଟର ଅହିରାଜ ସର୍ପ ରହିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏଭଳି ଏକ ବିରାଟ ସାପକୁ ଦେଖି ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ।

୧୦ ଫୁଟର ଅହିରାଜ ଉଦ୍ଧାର

ଏନେଇ ଖବର ପାଇବା ପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ବାଧୀନ କୁମାର ସାହୁ ସାମନ୍ତିଆପଲ୍ଲୀ ବନ ବିଭାଗକୁ ଅବଗତ କରାଇଥିଲେ। ବନାଞ୍ଚଳ ଅଧିକାରୀ ରଜତ ମିଶ୍ରଙ୍କ ନେତୃତ୍ବରେ ଫରେଷ୍ଟର ଅବିନାଶ ଚୌଧୁରୀ, ଫରେଷ୍ଟ ଗାର୍ଡ ଜିତେନ୍ଦ୍ର ଦାସ, ରତନ ବେହେରା ଉକ୍ତ ସ୍ଥାନରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ଏହା ପରେ ସାପଟିକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛଡା ଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇଟିଭି ଭାରତ

Last Updated : Jan 12, 2021, 7:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.