ETV Bharat / city

ପଞ୍ଚମ ଦିନରେ ବୁଢୀ ଠାକୁରାଣୀ ଯାତ୍ରା, ଅସ୍ଥାୟୀ ମନ୍ଦିର ସମ୍ମୁଖରେ ସ୍ଥାପନ ହେଲା ଧର୍ମଝଣ୍ଡା - Maa Budhi Thakurani Yatra

ମାଆ ବୁଢୀ ଠାକୁରାଣୀ ଯାତ୍ରାର ପଞ୍ଚମ ଦିନ । ଚଳିତବର୍ଷ କୋଭିଡ୍ କଟକଣା ଅନୁଯାୟୀ ଅସ୍ଥାୟୀ ମନ୍ଦିର ସମ୍ମୁଖରେ ସ୍ଥାନୀୟ କମଳାବାରୀ ସାହିରୁ ଆସିଥିବା ଏହି ଧର୍ମଝଣ୍ଡାକୁ ସ୍ଥାପନ କରାଯାଇଛି । ଅଧିକ ପଢନ୍ତୁ...

ପଞ୍ଚମ ଦିନରେ ବୁଢୀ ଠାକୁରାଣୀ ଯାତ୍ରା ,   ଅସ୍ଥାୟୀ ମନ୍ଦିର ସମ୍ମୁଖ ସ୍ଥାପନ ହେଲା ଧର୍ମଝଣ୍ଡା

author img

By

Published : Apr 13, 2021, 9:00 PM IST

ବ୍ରହ୍ମପୁର: ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରାର ପଞ୍ଚମ ଦିନରେ ପରମ୍ପରା ଅନୁଯାୟୀ ସ୍ଥାପିତ ହୋଇଥାଏ ମାଆଙ୍କ ଧର୍ମଝଣ୍ଡା । ଚଳିତବର୍ଷ କୋଭିଡ୍ କଟକଣା ଅନୁଯାୟୀ ଅସ୍ଥାୟୀ ମନ୍ଦିର ସମ୍ମୁଖରେ ସ୍ଥାନୀୟ କମଳାବାରୀ ସାହିରୁ ଆସିଥିବା ଏହି ଧର୍ମଝଣ୍ଡାକୁ ସ୍ଥାପନ କରାଯାଇଛି ।

ପଞ୍ଚମ ଦିନରେ ବୁଢୀ ଠାକୁରାଣୀ ଯାତ୍ରା , ଅସ୍ଥାୟୀ ମନ୍ଦିର ସମ୍ମୁଖ ସ୍ଥାପନ ହେଲା ଧର୍ମଝଣ୍ଡା

ସୋମବାର ଠାରୁ ପ୍ରଶାସନ ପକ୍ଷରୁ ମାଆଙ୍କ ଅସ୍ଥାୟୀ ମନ୍ଦିର ସମେତ ଦେଶୀ ବେହେରା ସାହିରେ 144 ଧାରା ଜାରି କରାଯାଇଛି । ଏଥିଯୋଗୁଁ ଭକ୍ତଙ୍କ ପ୍ରବେଶରେ କଟକଣା ଲାଗି ରହିଛି । ଏପଟେ ମାଆଙ୍କ ଧର୍ମଝଣ୍ଡା ନେଇ କମଳାବାରୀ ସାହିର ଲୋକ ପହଞ୍ଚିବା ପରେ ଏହାକୁ ଅସ୍ଥାୟୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଅସ୍ଥାୟୀ ମନ୍ଦିର ସମୁଖରେ ସ୍ଥାପନ କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.