ETV Bharat / city

କୋଭିଡ ହସ୍ପିଟାଲର ଚିକିତ୍ସାଧୀନ ୱାର୍ଡରୁ ଉଦ୍ଧାର ହେଲା ନାଗ ସାପ - 3-feet-long-snake-rescued

ଗଞ୍ଜାମ-କୋଭିଡ ହସ୍ପିଟାଲର ଚିକିତ୍ସାଧୀନ ୱାର୍ଡ ମଧ୍ୟରୁ ଉଦ୍ଧାର ହେଲା ନାଗ ସାପ । ଅଧିକ ପଢନ୍ତୁ...

3-feet-long-snake-rescued-from the ward of Covid Hospital
କୋଭିଡ ହସ୍ପିଟାଲର ଚିକିତ୍ସାଧିନ ୱାର୍ଡରୁ ଉଦ୍ଧାର ହେଲା ନାଗ ସାପ
author img

By

Published : Apr 29, 2021, 10:45 PM IST

ବ୍ରହ୍ମପୁର: ଗଞ୍ଜାମ-କୋଭିଡ ହସ୍ପିଟାଲର ଚିକିତ୍ସାଧୀନ ୱାର୍ଡ ମଧ୍ୟରୁ ଉଦ୍ଧାର ହେଲା ନାଗ ସାପ । ଏଭଳି ଘଟଣା ଦେଖିବାକୁ ମିଳିଛି ହିଞ୍ଜିଳିକାଟୁ କୋଭିଡ୍ ହସ୍ପିଟାଲର ମଧ୍ୟରୁ ।

କୋଭିଡ ହସ୍ପିଟାଲର ଚିକିତ୍ସାଧିନ ୱାର୍ଡରୁ ଉଦ୍ଧାର ହେଲା ନାଗ ସାପ

ବୁଧବାର ରାତ୍ର ସମୟରେ ଏଭଳି ତିନି ଫୁଟର ନାଗ ସାପ ଉଦ୍ଧାର କରିଥିଲେ ବ୍ରହ୍ମପୁର ସହରର ସର୍ପ ଉଦ୍ଧାରକ ଭି. ରାମ ପାତ୍ର । କୋଭିଡ ହସ୍ପିଟାଲର ରୋଗୀ ଚିକିତ୍ସିତ ୱାର୍ଡରେ ଏଭଳି ନାଗସାପ ରହିଥିବା ସ୍ଥାନୀୟ ନେତୃବୃନ୍ଦଙ୍କ ଠାରୁ ଆରମ୍ଭ କରି ମେଡିକାଲ କର୍ତ୍ତୁପକ୍ଷଙ୍କ ଠାରୁ ସୂଚନା ପାଇବା ପରେ ସର୍ପ ଉଦ୍ଧାରକ ରାମ ପାତ୍ର ଘଟଣାସ୍ଥଳରେ ପହଞ୍ଚି ପିପିଇ କିଟ୍ ପରିଧାନ କରି ସାପଟିକୁ ଉଦ୍ଧାର କରି ଆଣିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.