ETV Bharat / city

ଦୁର୍ଘଟଣାରେ ନାବାଳକର ମୃତ୍ୟୁ, ଗ୍ରାମବାସୀଙ୍କ ରାସ୍ତା ଅବରୋଧ - tractor accident

ଟ୍ରାକ୍ଟର ଧକ୍କାରେ 13 ବର୍ଷୀୟ ନାବାଳକର ମୃତ୍ୟୁକୁ ନେଇ ବ୍ରହ୍ମପୁରରେ ଉତ୍ତେଜନା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଏହାର ତଦନ୍ତ ଆରମ୍ଭ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର
author img

By

Published : Sep 16, 2019, 10:49 PM IST

ବ୍ରହ୍ମପୁର: ଟ୍ରାକ୍ଟର ଧକ୍କାରେ 13 ବର୍ଷୀୟ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା । ଘଟଣାଟି ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ ବଡପଙ୍କଳ ବାଡ଼ିରେ ଘଟିଛି | ତେବେ ଦୁଇଜଣ ନାବାଳକ ଏକ ସାଇକେଲରେ ଶୈାଚ ପାଇଁ ଯାଉଥିବା ବେଳେ ସେହି ରାସ୍ତାରେ ଯାଉଥିବା ଟ୍ରାକ୍ଟର ଧକ୍କା ଦେବା ଯୋଗୁଁ ସ୍ଥାନୀୟ ବଡପଙ୍କାଳର ପପୁ ପ୍ରଧାନର ମୃତ୍ୟୁ ହୋଇଛି | ନାବାଳକର ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି |

ଦୁର୍ଘଟଣାରେ 13 ବର୍ଷୀୟ ନାବାଳକର ମୃତ୍ୟୁ

ଖବର ଅନୁୟାୟୀ, ଧକ୍କା ଦେଇଥିବା ଟ୍ରାକ୍ଟରଟି ସୋଡ଼କରୁ ମୃତ୍ତି ବିସର୍ଜନ ପାଇଁ ଯାଉଥିବା ବେଳେ ଘଟିଥିଲା ଏଭଳି ଘଟଣା | ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ରାସ୍ତା ଅବରୋଧ ହଟିଥିଲା | ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଏହାର ତଦନ୍ତ ଆରମ୍ଭ କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ
ବଡପଙ୍କଳ ବାଡ଼ି ଠାରେ ଟ୍ରାକଟର ଦୁର୍ଘଟଣାରେ ଜଣେ ବାଳକ ମୃତ୍ୟୁ ଘଟିଛି | ଦୁଇଜଣ ବାଳକ ଏକ ସାଇକେଲ ରେ ଶୈଚ ପାଇଁ ଯାଉଥିବା ବେଳେ ସେହି ରାସ୍ତାରେ ଯାଉଥିବା ଟ୍ରାକ୍ଟରର ଧକ୍କା ଦେବା ଯୋଗୁଁ ସ୍ଥାନୀୟ ବଡପଙ୍କାଳର ତେର ବର୍ଷର ବାଳକ ପପୁ ପ୍ରଧାନ ମୃତ୍ୟୁ |ଘଟଣାସ୍ଥଳ ରେ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ | ଏପରିକି ଧକ୍କା ଦେଇଥିବା ଟ୍ରାକ୍ଟର ଟି ସୋଡ଼କ ରୁ ମୃତ୍ତି ବିସର୍ଜନ ଯାଉଥିବା ବେଳେ ଘଟିଥିଲା ଏଭଳି ଘଟଣା | ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ରାସ୍ତା ଅବରୋଧ ହଟିଥିଲା | ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଏହାର ତଦନ୍ତ ଆରମ୍ଭ କରାଯାଇଛି ।Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.