ETV Bharat / city

କ୍ବାରେନଣ୍ଟାଇନ ସେଣ୍ଟରରେ ସ୍ବାମୀଙ୍କ ମୃତ୍ୟୁ, ନ୍ୟାୟ ମାଗିଲେ ସ୍ତ୍ରୀ - balesore update news

ବାଲେଶ୍ଵର ଜିଲ୍ଲା ଖଇରା ଥାନା ଜଳଦା ଅଞ୍ଚଳର ଜଣେ ଯୁବକ କ୍ବାରେନଣ୍ଟାଇନ ସେଣ୍ଟରରେ ଥିବାବେଳେ ତାଙ୍କ ପରେ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ପରିବାର ଲୋକେ ତାଙ୍କର ଚିକିତ୍ସାରେ ଭୁଲ ଥିବା ଅଭିଯୋଗ କରିଛନ୍ତି। ଅଧିକ ପଢନ୍ତୁ...

କ୍ବାରେନଣ୍ଟାଇନ ସେଣ୍ଟରରେ ଥିବାବେଳେ ସ୍ବାମୀଙ୍କ ମୃତ୍ୟୁକୁ ନେଇ ନ୍ୟାୟ ମାଗିଲେ ମହିଳା

author img

By

Published : Jul 30, 2020, 3:18 PM IST

ବାଲେଶ୍ବର: ବାଲେଶ୍ଵର ଜିଲ୍ଲା ଖଇରା ଥାନା ଜଳଦା ଅଞ୍ଚଳର ଜଣେ ଯୁବକ କ୍ବାରେନଣ୍ଟାଇନ ସେଣ୍ଟରରେ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ପରିବାର ଲୋକେ ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି।

କ୍ବାରେନଣ୍ଟାଇନ ସେଣ୍ଟରରେ ଥିବାବେଳେ ସ୍ବାମୀଙ୍କ ମୃତ୍ୟୁକୁ ନେଇ ନ୍ୟାୟ ମାଗିଲେ ମହିଳା

ଗତମାସ 27 ତାରିଖରେ ବିପିନ ବିହାରୀ ମଲ୍ଲିକ ବାହାର ରାଜ୍ୟରୁ ଆସି 29 ତାରିଖରେ କ୍ବାରେନଣ୍ଟାଇନ ସେଣ୍ଟରରେ ରହିଥିଲେ। ସେଠାରେ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲ ନିଆଯାଇଥିଲା। ସେଠାରେ ତାଙ୍କୁ ଚିକିତ୍ସା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାକୁ ନେଇ ପରିବାର ଲୋକେ ତାଙ୍କର ଚିକିତ୍ସାରେ ଭୁଲ ଥିବା ଅଭିଯୋଗ କରିଛନ୍ତି।

ଏନେଇ ପରିବାର ଲୋକେ ଏସପିଙ୍କୁ ଭେଟି ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ବିପିନ ଙ୍କର ଦୁଇଟି ଛୋଟ ଛୋଟ ପିଲା ଥିବାରୁ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ସ୍ତ୍ରୀ ପ୍ରଭାତୀ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.