ETV Bharat / city

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ - ବାଲେଶ୍ବର ଖବର

ବାଲେଶ୍ଵର ନିଧିପଣ୍ଡା ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମୃତ 2 ଗୁରୁତର ଆହତ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର
author img

By

Published : Oct 28, 2019, 9:23 PM IST

ବାଲେଶ୍ଵର: ଜିଲ୍ଲା ସଦର ଥାନା ଅଧୀନ ନିଧିପଣ୍ଡା ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2ଜଣ ଗୁରୁତର ଆହତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବୈସିଙ୍ଗା ଥାନା ତାଳପଦା ଗାଁର ସେକ ଲିୟାକତ୍ ଓ ଶିବ ସିଂ ଏକ ବାଇକରେ ଯଶୀପୁର ଆସୁଥିଲେ। ତେବେ ବିପରୀତ ଦିଗରୁ ଚାନ୍ଦିପୁର ଥାନା ସୋଲପଟା ଅଞ୍ଚଳର ସନାତନ ବେହେରା ନିଜ ବାଇକରେ ଆସୁଥିଲେ। ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ 3ଜଣ ଗୁରୁତର ହୋଇ ପଡ଼ିଥିଲେ । ସେଠାରେ ଉପସ୍ଥିତ ଲୋକମାନେ ଗୁରୁତର ମାନଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା ।

ଡାକ୍ତରଖାନାରେ ସେକ ଲିୟାକତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇଜଣ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ସଦର ଥାନା ଅଧୀନ ନିଧିପଣ୍ଡା ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2ଜଣ ଗୁରୁତର ହୋଇଛନ୍ତି।

ବୈସିଙ୍ଗା ଥାନା ତାଳପଦା ଗାଁର ସେକ ଲୀୟାକତ୍ ଓ ଶିବ ସିଂ ଏକ ବାଇକରେ ଜଶିପୁର ଆସୁଥିଲେ। ବିପରୀତ ଦିଗରୁ ଚାନ୍ଦିପୁର ଥାନା ସୋଲପଟା ଅଞ୍ଚଳର ସନାତନ ବେହେରା ନିଜ ବାଇକରେ ଆସୁଥିଲେ। ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ 3ଜଣ ଗୁରୁତର ହୋଇ ପଡ଼ିଥିଲେ। ସେଠାରେ ଉପସ୍ଥିତ ଲୋକମାନେ ଗୁରୁତର ମାନଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ସେକ ଲିକାୟତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇଜଣ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.