ETV Bharat / city

Panchayat Election Campaign: ସାଇକେଲରେ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କଲେ ପର୍ଯ୍ୟଟନ ମନ୍ତ୍ରୀ

author img

By

Published : Feb 6, 2022, 5:51 PM IST

ଦିନ କେଇଟା ପରେ ପଞ୍ଚାୟତ ନିର୍ବାଚନ । ଏନେଇ ପଞ୍ଚାୟତ ଠୁ ଆରମ୍ଭ କରି ଗାଁ ଗାଁରେ ଜମୁଛି ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସାଇକେଲରେ ପ୍ରଚାର କରିଥିବା ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ

Panchayat Election Campaign :ସାଇକେଲରେ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କଲେ ପର୍ଯ୍ୟଟନ ମନ୍ତ୍ରୀ

ବାଲେଶ୍ବର : ଦିନ କେଇଟା ପରେ ପଞ୍ଚାୟତ ନିର୍ବାଚନ । ଏନେଇ ପଞ୍ଚାୟତ ଠୁ ଆରମ୍ଭ କରି ଗାଁ ଗାଁରେ ଜମୁଛି ପ୍ରଚାର । ଦଳୀୟ ନେତାଙ୍କୁ ଧରି ପ୍ରାର୍ଥୀ ଭୋଟ ମାଗିବା ପାଇଁ ଲୋକଙ୍କ ପାଖକୁ ଯାଉଛନ୍ତି ।

ଏହି କ୍ରମରେ ବାଲେଶ୍ବରରେ ମଧ୍ୟ ନିର୍ବାଚନୀ ତାତି ଦେଖିବାକୁ ମିଳିଛି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସାଇକେଲରେ ପ୍ରଚାର କରିଥିବା ଦେଖିବାକୁ ମିଳିଛି । ବାଲେଶ୍ଵର ଜିଲ୍ଲା ସିମୁଳିଆ 40 ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ କ୍ଷିତିଶ ମହାନ୍ତିଙ୍କ ପାଇଁ ମନ୍ତ୍ରୀ ଘରଘର ସାଇକେଲରେ ବୁଲି ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା।

ଏହାବି ପଢନ୍ତୁ : ରାସ୍ତାକଡ଼କୁ ଖସିଲା କାର, ପ୍ରଧାନ ଶିକ୍ଷକ ମୃତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣ ଯୋଜନା ବିଷୟରେ ମନ୍ତ୍ରୀ ଲୋକଙ୍କୁ ବୁଝାଇବା ସହ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ମନ୍ତ୍ରୀଙ୍କ ଏମିତି ପ୍ରଚାରରେ କର୍ମୀ ଓ ପ୍ରାର୍ଥୀଙ୍କ ମହଲରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ତେବେ ରାଜ୍ୟରେ ଚଳିତ ମାସ ୧୬ ତାରିଖରୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ କୋଭିଡ କଟକଣାରେ ଅନୁଷ୍ଠିତ ହେବ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.