ETV Bharat / city

କୋଭିଡ କଟକଣାରେ ସ୍ବତନ୍ତ୍ର ପାସ ପାଇଁ ଉଠିଲା ଦାବି - ବାଲେଶ୍ବର ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଶ୍ରମିକ ସଂଘ

ନାଇଟ କର୍ଫ୍ୟୁ ଓ ସଟଡାଉନ ବେଳେ ପାସ ଯୋଗାଇ ଦେବାକୁ ଉଠିଲା ଦାବି। ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଶ୍ରମିକ ସଂଘ ପକ୍ଷରୁ ଏଭଳି ଦାବି କରାଯାଇଛି। ଅଧିକ ପଢ଼ନ୍ତୁ....

କୋଭିଡ କଟକଣା ସ୍ବତନ୍ତ୍ର ପାସ ପାଇଁ ଉଠିଲା ଦାବି

author img

By

Published : Apr 20, 2021, 5:24 PM IST

Updated : Apr 20, 2021, 5:52 PM IST

ବାଲେଶ୍ବର: ନାଇଟ କର୍ଫ୍ୟୁ ଓ ସଟଡାଉନ ବେଳେ ପାସ ଯୋଗାଇ ଦେବାକୁ ଉଠିଲା ଦାବି। ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଶ୍ରମିକ ସଂଘ ପକ୍ଷରୁ ଏଭଳି ଦାବି କରାଯାଇଛି। ଏହାକୁ ନେଇ ଏକ ସଭା କରିଥିଲା ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଶ୍ରମିକ ସଂଘ। ଏହି ସଭାରେ ନାଇଟ କର୍ଫ୍ୟୁ ଓ ସଟଡାଉନ ବେଳେ କର୍ମଚାରୀଙ୍କୁ ଦିଆଯାଇଥିବା ପରିଚୟ ପତ୍ରକୁ ପାସ ବୋଲି ବିବେଚନା କରିବା ପାଇଁ ଦାବି ହୋଇଛି।

କୋଭିଡ କଟକଣା ସ୍ବତନ୍ତ୍ର ପାସ ପାଇଁ ଉଠିଲା ଦାବି

କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟରେ ନାଇଟ କର୍ଫ୍ୟୁ ଜାରି ହୋଇଛି। କୋଭିଡର ଦ୍ଵିତୀୟ ଲହର ମୁକାବିଲା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଯିବା ସହ କଟକଣା ଲାଗୁ କରାଯାଇଛି। ଏହି କଟକଣା ଯୋଗୁଁ ବିଳମ୍ବିତ ରାତିରେ ଫେରୁଥିବା ବସର କର୍ମଚାରୀମାନେ ନାଇଟ କର୍ଫ୍ୟୁ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ପାସ୍ ବ୍ୟବସ୍ଥା କରିବାକୁ ଦାବି ହୋଇଛି।

ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଶ୍ରମିକ ସଂଘ ପାସର ବ୍ୟବସ୍ଥା କରିବା କିମ୍ବା ବସ ମଳିକମାନଙ୍କ ଦ୍ବାରା କର୍ମଚାରୀଙ୍କୁ ଦିଆଯାଇଥିବା ପରିଚୟପତ୍ରକୁ ପାସ ବୋଲି ବିବେଚନା କରିବା ପାଇଁ ଦାବି କରିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Apr 20, 2021, 5:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.