ETV Bharat / city

ପୋଷ୍ଟାଲ ବାଲାଟ ହେରଫେର କରୁଛି ବିଜେଡି: ପ୍ରତାପ ଷଡଙ୍ଗୀ

author img

By

Published : Oct 26, 2020, 4:14 PM IST

ବାଲେଶ୍ବର ସଦର ନିର୍ବାଚନରେ ପୋଷ୍ଟାଲ ବାଲାଟ ଭୋଟ ହାତେଇବା ପାଇଁ ହେରଫେର କରୁଛି ବିଜେଡି । ଏ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ପୋଷ୍ଟାଲ ବାଲାଟ ହେରଫେର କରୁଛି ବିଜେଡି: ପ୍ରତାପ ଷଡଙ୍ଗୀ
ପୋଷ୍ଟାଲ ବାଲାଟ ହେରଫେର କରୁଛି ବିଜେଡି: ପ୍ରତାପ ଷଡଙ୍ଗୀ

ବାଲେଶ୍ବର: ସଦର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ତିନି ପ୍ରମୁଖ ଦଳ ସେତିକି ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରୁଛନ୍ତି । ବିଜେଡି ପୋଷ୍ଟାଲ ବାଲାଟ ଭୋଟ ହାତେଇବା ପାଇଁ ଅପାଚେଷ୍ଟା କରୁଥିବା ବିଜେପି ଅଭିଯୋଗ ଆଣିଛି ।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସାମ୍ବାଦିକ ସମ୍ମିଳନୀ କହିଛନ୍ତି ଯେ, ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜେଡିର ନେତାମନ୍ତ୍ରୀ ଜୋରଦାର ଉଦ୍ୟମରେ ଅଛନ୍ତି । ଏଥିପାଇଁ ସରକାରୀ କର୍ମଚାରୀଙ୍କୁ ମୋହରା କରି ପୋଷ୍ଟାଲ ବାଲାଟକୁ ବିଜେଡି ଟାର୍ଗେଟ କରୁଛି । ଛାନୂଆ ପଞ୍ଚାୟତରେ ବିଏଲଓ ପୂର୍ଣ୍ଣିମା ସାମନ୍ତ ଭୋଟର ପିତାମ୍ବରି ଜେନାଙ୍କୁ ବିଜେଡି ସପକ୍ଷରେ ଭୋଟ ଦେବାପାଇଁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି । ଏଥିପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି ହୋଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.