ETV Bharat / city

ମିଳିଲାନି ଟିକେଟ, ରବୀନ୍ଦ୍ରଙ୍କ ସମର୍ଥକଙ୍କ ମଧ୍ୟରେ ଭୀଷଣ ଅସନ୍ତୋଷ

author img

By

Published : Oct 12, 2020, 10:39 PM IST

ମିଳିଲାନି ରବି ଜେନାଙ୍କୁ ଟିକେଟ, ଦଳୀୟ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ। କର୍ମୀ ମହଲରେ ଭୀଷଣ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ରବୀନ୍ଦ୍ରଙ୍କ ସମର୍ଥକମାନେ ହୋ ହାଲା କରିବା ସହ ଦଳର ଏମିତି ନିଷ୍ପତ୍ତିକୁ ନେଇ ବେଶ ଅସନ୍ତୋଷ ଥିବା ପରିଲିଖିତ ହୋଇଛି। ଅଧିକ ପଢନ୍ତୁ...

ମିଳିଲାନି ଟିକେଟ, ରବିନ୍ଦ୍ରଙ୍କ ସମର୍ଥକଙ୍କ ମଧ୍ୟରେ ଭୀଷଣ ଅସନ୍ତୋଷ

ବାଲେଶ୍ବର: ମିଳିଲାନି ରବି ଜେନାଙ୍କୁ ଟିକେଟ, ଦଳୀୟ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ। କର୍ମୀ ମହଲରେ ଭୀଷଣ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ରବୀନ୍ଦ୍ରଙ୍କ ସମର୍ଥକମାନେ ହୋ ହାଲା କରିବା ସହ ଦଳର ଏମିତି ନିଷ୍ପତ୍ତିକୁ ନେଇ ବେଶ ଅସନ୍ତୋଷ ଥିବା ପରିଲିଖିତ ହୋଇଛି। ଭୁବନେଶ୍ୱରରୁ ରବୀନ୍ଦ୍ର ଫେରିବା ପରେ ସମର୍ଥକମାନେ ତାଙ୍କ କାର୍ଯ୍ୟାଳୟ ଆଗରେ ତାଙ୍କ ସମର୍ଥନରେ ଜୟଗାନ କରିଥିଲେ। ଅନ୍ୟପଟେ ଦଳର ନିଷ୍ପତ୍ତିକୁ ମାନି ସାମୁହିକ ଭାବେ ନିର୍ବାଚନ ଲଢ଼ିବାକୁ ରବୀନ୍ଦ୍ର ଆହ୍ବାନ ଦେଇଛନ୍ତି।

ହେଲେ ଯେତେ ଯାହା ହେଲେବି ରବିନ୍ଦ୍ରଙ୍କ ସମର୍ଥକମାନେ ଅସନ୍ତୋଷ ବହ୍ନିରେ ଜଳୁଥିବା ଦେଖିବାକୁ ମିଳିଛି। ବିଜେଡିର ବିଧାୟକ ପ୍ରାର୍ଥୀ ହୋଇଥିବା ସ୍ୱରୂପ ଦାସ ମଧ୍ୟ ତାଙ୍କର ଟିକେଟ କୁ ନେଇ କିଛି ପ୍ରତିକ୍ରିୟା ଦେବା ପୂର୍ବରୁ ତାଙ୍କୁ ବାରଣ କରାଯାଇଥିଲା। ତେବେ ବିଜେଡିର ଏମିତି ଅସନ୍ତୋଷ ଆଗାମୀ ନିର୍ବାଚନରେ ଏକ କୁ ପ୍ରଭାବ ପାକାଇ ପାରେ ବୋଲି ଆଶଙ୍କା କରାଯାଇଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.