ETV Bharat / city

କାଠଭାଡି ତଳୁ 14 ଫୁଟର ଅହିରାଜ ଉଦ୍ଧାର

ବାଲେଶ୍ବର ଜିଲ୍ଲାର ଔପଦା ବ୍ଲକ ଢୋଲପୁର ଗାଁରୁ ୧୪ ଫୁଟର ଅହିରାଜ ସାପ ଉଦ୍ଧାର । କାଠ ଆଣିବାକୁ ଯାଇଥିବା ବେଳେ ଘର ଲୋକେ ସାପଟିକୁ ଦେଖି ବନବିଭାଗକୁ ଖବର ଦେଇଥିଲେ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର
author img

By

Published : Sep 30, 2019, 11:30 AM IST

ବାଲେଶ୍ବର: ଜିଲ୍ଲାର ଔପଦା ବ୍ଲକ ଢୋଲପୁର ଗାଁରୁ ଅହିରାଜ ସାପ ଉଦ୍ଧାର । ଗାଁର ଅନ୍ତର୍ଯ୍ୟାମୀ ରାଉତଙ୍କ ଓଳିପଠାରେ ଥିବା କାଠଭାଡ଼ି ତଳେ ଏହି ୧୪ ଫୁଟର ଅହିରାଜକୁ ଉଦ୍ଧାର କରାଯାଇଛି । ତେବେ କାଠ ଆଣିବାକୁ ଯାଇଥିବାବେଳେ ଘର ଲୋକେ ସାପଟିକୁ ଦେଖି ବନବିଭାଗକୁ ଖବର ଦେଇଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ଖବର ପାଇ ଉଦ୍ଧାରକାରୀ ଟିମଙ୍କୁ ନେଇ ଟିମ ମୁଖ୍ୟ ତଥା( Wild Life Warden) ପ୍ରକାଶ ମର୍ଦ୍ଦରାଜଙ୍କ ତତ୍ବାବଧାନରେ ସାପଟିକୁ ଉଦ୍ଧାର କରାଯାଇଥିଲା । ତେବେ ଏହି 14 ଫୁଟର ଅହିରାଜକୁ ଉଦ୍ଧାର କରାଯିବା ପରେ କୁଳଡିହା ଅଭୟାରଣ୍ୟରେ ଛଡ଼ାଯିବାର ସୂଚନା ଦେଇଛନ୍ତି ଉଦ୍ଧାରକାରୀ ଟିମ ।

ଅହିରାଜଟି ଖାଦ୍ୟ ଅନ୍ବେଷଣରେ ଆସିଯାଇଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ପୁଣି ଉଦ୍ଧାର ହେଲା ଅହିରାଜ ସାପ। ଔପଦା ବ୍ଲକ ଢୋଲପୁର ଗ୍ରାମର ଅନ୍ତ୍ରର୍ଯ୍ୟାମୀ ରାଉତଙ୍କ ଓଳିପଠା ରେ କାଠଭାଡ଼ି ତଳେ ଏକ ୧୪ ଫୁଟ ର ଅହିରାଜ ସାପ ଉଧାର କରାଯାଇଛି। ତେବେ କାଠ ଆଣିବାକୁ ଯାଇଥିବା ବେଳେ ଘରଲୋକେ ସାପଟିକୁ ଦେଖି ବନ ବିଭାଗକୁ ଖବର୍ ଦେଇଥିଲେ। ଖବର୍ ପାଇ ଉଧାରକାରୀ ଟିମ ଙ୍କୁ ନେଇ ଟିମ ମୁଖ୍ୟ ତଥା Wild Life Warden ପ୍ରକାଶ ମର୍ଦରାଜ ଙ୍କ ସମେତ ଟିମ ମେମ୍ବର ପହଂଚି ସାପଟିକୁ ଉଧାର କରି ଥିବାବେଳେ କୂଳଡିହା ଅଭୟାରଣ୍ୟ ରେ ଛଡ଼ାଯିବାର ସୂଚନା ଦେଇଛନ୍ତି ଉଦ୍ଧାରକାରୀ। ଅହିରାଜ ଟି ଛେଳି ଗିଳିବାକୁ ଆସିଥିବା ଜଣାପଡିଛି। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.