ETV Bharat / business

ଲୋୟର ସର୍କିଟ ପରେ ଫେରିଲା ଅଭିବୃଦ୍ଧି, ସେନସେକ୍ସ ଉପରମୁହାଁ

author img

By

Published : Mar 13, 2020, 12:58 PM IST

45 ମିନିଟ ବନ୍ଦ ପରେ ସ୍ବାଭାବିକ ହେଲା କାରବାର । ସୁଧୁରିଲା ସେୟାର ସୂଚକାଙ୍କ । ଫେରିଲା ଅଭିବୃଦ୍ଧି । ସବୁଜ ଆଶ୍ବସ୍ତ ହେଲେ ନିବେଶକ ।

Sensex, Nifty witness massive recovery, tastes green
ଲୋୟର ସର୍କିଟ ପରେ ଫେରିଲା ଅଭିବୃଦ୍ଧି, ସେନସେକ୍ସ ଉପରମୁହାଁ

ମୁମ୍ବାଇ: 45 ମିନିଟ ବନ୍ଦ ପରେ ସ୍ବାଭାବିକ ହେଲା କାରବାର । ସୁଧୁରିଲା ସେୟାର ସୂଚକାଙ୍କ । ଫେରିଲା ଅଭିବୃଦ୍ଧି । ସବୁଜ ଆଶ୍ବସ୍ତ ହେଲେ ନିବେଶକ । ଲୋୟର ସର୍କିଟ ହିଟ ଯୋଗୁଁ ବନ୍ଦ ହୋଇଥିବା ବଜାର ଖୋଲିବା ପରେ କାରବାର ବୃଦ୍ଧି ପାଇଁ । 30 ହଜାର ତଳେ ରହିଥିବା ସେନସେକ୍ସ ପୁଣି 32 ହଜାର ପାର କରିଛି । ନିଫ୍ଟି ମଧ୍ୟ 9,634ରେ ପହଞ୍ଚିଛି ।

କୋରୋନା କମ୍ପାନରେ ବଢୁଛି ନିବେଶକଙ୍କ ହାର୍ଟବିଟ । ସେୟାର ମାର୍କେଟରେ ଐତିହାସିକ ରେକର୍ଡ ହ୍ରାସ । ସର୍ବନିମ୍ନ ସ୍ତରକୁ ଖସି ଲୋୟର ସର୍କିଟ ହିଟ କଲା ସେନସେକ୍ସ ଓ ନିଫ୍ଟି । ଶୁକ୍ରବାର କାରବାର ଆରମ୍ଭରେ ସେୟାର ସୂଚକାଙ୍କ ଚିତପଟ୍ଟାଙ୍ଗ । ସେନସେକ୍ସ 3092 ପଏଣ୍ଟ ହ୍ରାସ ସହ ପାଇ 29,687.52 ଓ ନିଫ୍ଟି 966.10 ପଏଣ୍ଟ ଖସି 8,624.05ରେ କାରବାର ଆରମ୍ଭ କରିଛି ।

52 ସପ୍ତାହ ତଳେ ପହଞ୍ଚିଥିଲା ଷ୍ଟକ

ରିଲାୟନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ, ଟିସିଏସ, ଏଚଡିଏଫସି ବ୍ୟାଙ୍କ, ବଜାଜ ଅଟୋ, ଏଚପିସିଏଲ, ଆଇଟିସି, ଏଲ ଆଣ୍ଡ ଟି, ସ୍ପାଇଜସଜେଟ, ଏବିବି, ହିରୋ ମୋରପକ, ଏସସି, ବିଏସଏନଏଲ, ଜିଲେଟ ଓ ଗ୍ଲେନମାର୍କ, ଫାର୍ମାସ୍ୟୁଟିକସ ଭଳି 783 ଷ୍ଟକ ସେୟାର ହ୍ରାସ ପାଇ 52 ସପ୍ତାହର ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.